ETV Bharat / city

'ବିଦେଶ ଯାତ୍ରା ପାଇଁ WHO ଅନୁମୋଦନ ଟିକା ଆବଶ୍ୟକ'

author img

By

Published : Jun 6, 2021, 5:07 PM IST

କୋଭାକ୍ସିନ ଟିକା ନେବା ପରେ ବି ବିଦେଶ ଯାତ୍ରା କରିପାରିବେନି । ବିଦେଶ ଯିବା ପାଇଁ WHO ଅନୁମୋଦନ ଟିକା ନେଇଥିବା ଜରୁରୀ । ଅଧିକ ପଢନ୍ତୁ...

'ବିଦେଶ ଯାତ୍ରା ପାଇଁ WHO ଅନୁମୋଦନ ଟିକା ଆବଶ୍ୟକ'
'ବିଦେଶ ଯାତ୍ରା ପାଇଁ WHO ଅନୁମୋଦନ ଟିକା ଆବଶ୍ୟକ'

ଭୁବନେଶ୍ବର: କୋଭାକ୍ସିନ ଟିକା ନେବାପରେ ବି ବିଦେଶ ଯାତ୍ରା କରିପାରିବେନି । ଯଦି ବିଦେଶ ଯାତ୍ରା କରିବେ, ତେବେ WHO ଅନୁମୋଦନ କରିଥିବା ଟିକା ନେବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି ।

ତେବେ ଭାରତରେ କୋଭିସିଲ୍ଡ ଟିକା କେବଳ ଅନୁମୋଦନ ପାଇଛି । କୋଭାକ୍ସିନ ଓ ସ୍ପୁଟନିକ ଭି ଦୁଇଟି ଟିକା WHO ଏହାକୁ ଅନୁମୋଦନ ଦେଇନାହିଁ । ତେବେ ଏହାର ଫେଜ 3 ର ଡାଟା ପବ୍ଲିସ ହୋଇନଥିବାରୁ ଏହାକୁ ଅନୁମୋଦନ ମିଳିପାରିନାହିଁ । ତେଣୁ ଏଭଳି ପରିସ୍ଥିତିରେ ବିଦେଶ ଯାତ୍ରା କରିବା ଅସମ୍ଭବ ହୋଇପଡିବ । ଯାହା ଫଳରେ ବିଦେଶ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ବହୁମାତ୍ରାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.