ETV Bharat / city

ବିଧାନସଭାରେ ଶହୀଦ ଦିବସ ପାଳିତ: ବାପୁଙ୍କୁ ଶ୍ରଦ୍ଧାସୁମନ ଅର୍ପଣ

ଓଡିଶା ବିଧାନସଭା ପରିସରରେ ଶହୀଦ ଦିବସ ପାଳିତ । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ 72ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟସ୍ତରୀୟ ସହିଦ ଦିବସ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ...

author img

By

Published : Jan 30, 2020, 3:17 PM IST

ବିଧାନସଭାରେ ସହିଦ ଦିବସ ପାଳିତ
ବିଧାନସଭାରେ ସହିଦ ଦିବସ ପାଳିତ

ଭୁବନେଶ୍ବର : ଓଡିଶା ବିଧାନସଭା ପରିସରରେ ଶହୀଦ ଦିବସ ପାଳିତ । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ 72ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟସ୍ତରୀୟ ଶହୀଦ ଦିବସ ପାଳିତ ହୋଇଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉପବାଚସ୍ପତି ରଜନୀକାନ୍ତଙ୍କ ସମେତ ମନ୍ତ୍ରୀଗଣ ଉପସ୍ଥିତ ରହି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ।

ବିଧାନସଭାରେ ଶହୀଦ ଦିବସ ପାଳି

ଶହୀଦ ଦିବସ ପାଳନ ଅବସରରେ ପୋଲିସ ବ୍ୟାଣ୍ଡ ସହ କଣ୍ଠଶିଳ୍ପୀମାନଙ୍କ ଦ୍ବାରା ବାପୁଙ୍କ ପ୍ରିୟ ‘ବୈଷ୍ଣବ ଜନତୋ..ଭଜନ ପରିବେଷଣ କରାଯାଇଥିଲା । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଦେଶ ପାଇଁ ଯବାନ ମାନଙ୍କ ବଳିଦାନ ଅବିସ୍ମରଣୀୟ ବୋଲି ଭାବପୂର୍ଣ୍ଣ ବାର୍ତ୍ତା ରଖିଥିଲେ ।

ଦେଶର ସ୍ଵାଧିନତା ସଂଗ୍ରାମରେ ଓ ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ଶହୀଦ୍ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଦିବସକୁ ପାଳନ କରାଯାଇଥାଏ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ଆଜି ସହିଦ୍ ଦିବସ ।ଦେଶର ସ୍ଵଧିନତା ସଂଗ୍ରାମ ରେ ଓ ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ସହିଦ୍ ମାନଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଏହି ଦିବସ କୁ ପାଳନ କରାଯାଇଥାଏ ।Body:ଏହି ଅବସରରେ ଆଜି ବିଧାନସଭା ରେ ପାଳିତ ହୋଇଯାଇଛୀ ସହିଦ ଦିବସ ।ଏସି ମହୋତ୍ସବ ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ,ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଉପବାଚସ୍ପତି ରଜନୀକାନ୍ତ ଙ୍କ ସମେତ ମନ୍ତ୍ରୀଗଣ ଉପସ୍ଥିତ ରହି ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ବିର ସହୀଦ ଜବାନ ଙ୍କ ସୃତିଚାରଣ କରିଥିଲେ ।Conclusion:ଏହି ଅବସରରେ ପ୍ରଫେସର ଗଣେଶୀ ଲାଲ୍ କହିଥିଲେ ଦେଶ ପାଇଁ ଯେଉଁ ଜବାନ ମାନେ ବଳିଦାନ ଦେଇଛନ୍ତି ତାହା ଅବିସ୍ମରଣୀୟ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.