ETV Bharat / city

ପୁଣିଥରେ ଭୁବନେଶ୍ବର ବିମାନ ବନ୍ଦରରୁ ଉଡିବ ଏୟାର ଏସିଆ, କ୍ବାଲାଲାମପୁର ଉଡାଣରେ ପରିବର୍ତ୍ତନ

ଏୟାର ଏସିଆ ବିମାନ ଉଡାଣରେ ହୋଇଛି ପରିବର୍ତ୍ତନ । କ୍ବାଲାଲାମପୁରରୁ ଭୁବନେଶ୍ବର ବିମାନର ବଦଳିଲା ସମୟ ।

author img

By

Published : Oct 4, 2019, 6:45 PM IST

ଏୟାର ଏସିଆ ବିମାନ

ଭୁବନେଶ୍ବର: କ୍ବାଲାଲାମପୁରରୁ ଭୁବନେଶ୍ବର ଏୟାର ଏସିଆ ବିମାନ ଉଡାଣରେ ହୋଇଛି ପରିବର୍ତ୍ତନ । ବିମାନଟି ଭୁବନେଶ୍ବର ବିମାନ ବନ୍ଦରରେ ରାତି 11.25 ପରିବର୍ତ୍ତେ ରାତି ୯ ଟା ସମୟରେ ପହଞ୍ଚିବ ।

ଏୟାର ଏସିଆ ବିମାନ

ସେହିପରି ରାତି 11.55 ପରିବର୍ତ୍ତେ ୯ ଟା ୩୦ରେ ଭୁବନେଶ୍ବରରୁ କ୍ବାଲାଲାମପୁରକୁ ଯାତ୍ରା କରିବ । ଏହାସହ ଏୟାର ଏସିଆର ପୂର୍ବରୁ କିଛିଦିନ ବନ୍ଦ ଥିବା 4 ବିମାନ ପୁଣି ଚାଲୁ ହେବ । ଏୟାର ଏସିଆର ୪ଟି ବିମାନ ଅକ୍ଟୋବର ୨୭ ତାରିଖରୁ ଉଡାଣ ଆରମ୍ଭ କରିବ ।

ଦୁଇଟି ବିମାନ ବେଙ୍ଗାଲୁରୁ ଓ ଅନ୍ୟ ଦୁଇଟି କୋଲଲାତା, ହାଇଦ୍ରାବାଦ ଯାତ୍ରା କରିବ । ଏହାସହ ଯାତ୍ରୀଙ୍କୁ ଯାତ୍ରା ଆହୁରି ସହଜ କରାଇବ ବୋଲି ବିମାନ ବନ୍ଦର ପକ୍ଷରୁ ଆଶା ରହିଛି ବୋଲି କହିଛନ୍ତି ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

Intro:କୁଆଲାଲମ୍ପର ରୁ ଭୁବନେଶ୍ୱର ଏୟାର ଏସିଆ ବିମାନ ଉଡାଣ ରେ ପରିବର୍ତ୍ତନ।

ଏୟାର ଏସିଆ ବିମାନ ଉଡାଣ ସମୟରେ ପରିବର୍ତ୍ତନ। କୁଆଲାଲମ୍ପର ରୁ ଭୁବନେଶ୍ୱର ଏୟାର ଏସିଆ ବିମାନ ରାତି ୦୯ ଟା ସମୟରେ ପହଁଚିବ। ସେହିପରି ରାତି ୦୯ ଟା ୩୦ ରେ ଭୁବନେଶ୍ୱରରୁ କୁଆଲାଲମ୍ପରକୁ ଯାତ୍ରା କରିବ। ପୂର୍ବରୁ ଏୟାର ଏସୀୟ ବନ୍ଦ ରହିଥିବା ବେଳେ ପୁନର୍ବାର ୪ ଟି ସହରକୁ ଯାତ୍ରା କରିବ।

Body:

ଏୟାର ଏସିଆ ବିମାନଟିର ସମୟ ସୀମାକୁ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଆସୁଥିବା ସମୟ ସନ୍ଧ୍ୟା ୧୧ ଟା ୨୫ ସମୟରେରେ ଆସିକି ୧୧ ଟା ୫୫ ସମୟରେ ଭୁବନେଶ୍ୱର ରୁ ଛାଡୁଥିଲା। ତେବେ ଏହାର ଗତିପଥର ସମୟ ପରିବର୍ତ୍ତନ କରାଯାଇଛି। ଏହି ଏୟାର ଏସିଆ ବିମାନ ଟି କୁଆଲାଲମ୍ପର ରୁ ଭୁବନେଶ୍ୱର ଏୟାର ଏସିଆ ବିମାନଟି ରାତି ୦୯ ଟା ସମୟରେ ପହଁଚିବ। ସେହିପରି ରାତି ୦୯ ଟା ୩୦ ରେ ଭୁବନେଶ୍ୱରରୁ କୁଆଲାଲମ୍ପରକୁ ଯାତ୍ରା କରିବ। ଏହା ମଧ୍ୟରେ ଏୟାର ଏସିଆ ମଝିରେ ୪ ଟି ବିମାନ ବନ୍ଦ ରହିଥିବା ବେଳେ ପୁନର୍ବାର ସେହି ଏୟାର ଏସିଆ ୪ ଟି ବିମାନ ଅକ୍ଟୋବର ୨୭ ତାରିଖରୁ ଉଡାଣ ଆରମ୍ଭ କରିବ। କଲିକତା, ହାଇଦ୍ରାବାଦ ଓ ଦୁଇଟି ବାଙ୍ଗାଲୋର ପାଇଁ ସୂଚନା ମିଳିଛି। ଭୁବନେଶ୍ୱର ରୁ ଏମିତି ବିମାନ ଉଡାଣ ରେ ଅଧିକରୁ ଅଧିକ କରୁ ବୋଲି ଆଶା କରିଛନ୍ତି ଭୁବନେଶ୍ୱର ନିର୍ଦେଶକ ସୁରେଶ ଚନ୍ଦ୍ର ହୋତା।

Byte- ସୁରେଶ ଚନ୍ଦ୍ର ହୋତା, ଭୁବନେଶ୍ୱର ବିମାନ ବନ୍ଦରର ନିର୍ଦେଶକ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.