ETV Bharat / city

ସରିଲା ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେଶନ - ବିଧାନସଭା

ଚଳିତ ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଶେଷ ହୋଇଛି । ଆସନ୍ତା 12ରୁ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବ ।

ଫାଇଲ ଫଟୋ
author img

By

Published : Jul 2, 2019, 10:39 PM IST

ଭୁବନେଶ୍ବର: ସରିଲା ଷୋଡଶ ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେଶନ । ଗତ 25ରୁ ଆରମ୍ଭ ହୋଇଥିବା ବଜେଟ ଅଧିବେଶନକୁ ଜୁଲାଇ 12 ତାରିଖ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ବାଚସ୍ପତି । ଆସନ୍ତା 12 ତାରିଖରୁ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବ ।

ପ୍ରଥମ ପର୍ଯ୍ୟାୟ ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା । ପରେ 2019-20 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏଥିସହିତ ଉପ-ବାଚସ୍ପତି ପାଇଁ ନିର୍ବାଚନ ହୋଇଥିଲା । ଅଧିବେଶନରେ ମୋଟ 30ଟି କାର୍ଯ୍ୟ ଦିବସ ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ସରିଲା ଷୋଡଶ ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେଶନ। 25ରୁ ଆରମ୍ଭ ହୋଇଥିବା ବଜେଟ ଅଧିବେଶନ ଜୁଲାଇ12 ଯାଏ ମୁଲତବୀ ରଖିଛନ୍ତି ବାଚସ୍ପତି। 12ରୁ ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବ। ଅଗଷ୍ଟ8 ଯାଏ ଚାଲିବ ଅଧିବେଶନ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ରାଜ୍ୟପାଳ ଙ୍କ ଅଭିଭାଷାଣରୁ ଆରମ୍ଭ ହୋଇଥିଲା। ପରେ 2019-20 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏଥିସହିତ ଉପ ବାଚସ୍ପତି ପାଇଁ ନିର୍ବାଚନ ହୋଇଥିଲା। ଅଧିବେଶନ ରେ ମୋଟ 30ଟି କାର୍ଯ୍ୟ ଦିବସ ରହିଛି।Body:HConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.