ETV Bharat / city

ସରିଲା ଦଶମ ପ୍ରଥମ ପରୀକ୍ଷା, ପ୍ରଶ୍ନପତ୍ର ନେଇ ଉତ୍ସାହିତ ଛାତ୍ରଛାତ୍ରୀ - ସରିଲା ଦଶମ ପ୍ରଥମ ପରୀକ୍ଷା,

ସରିଲା ଦଶମ ଶ୍ରେଣୀ ପ୍ରଥମ ଦିନ ପରୀକ୍ଷା। ପ୍ରଥମ ଦିନରେ ଇଂରାଜୀ ବିଷୟରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ସରିଲା ଦଶମ ପ୍ରଥମ ପରୀକ୍ଷା, ପ୍ରଶ୍ନପତ୍ର ନେଇ ଉତ୍ସାହିତ ଛାତ୍ରଛାତ୍ରୀ

author img

By

Published : Apr 29, 2022, 2:07 PM IST

ଭୁବନେଶ୍ବର: ସରିଲା ଦଶମ ଶ୍ରେଣୀ ପ୍ରଥମ ଦିନ ପରୀକ୍ଷା । ପ୍ରଥମ ଦିନରେ ଇଂରାଜୀ ବିଷୟରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ । ପ୍ରଶ୍ନପତ୍ର ନେଇ ଉତ୍ସାହିତ ଛାତ୍ରଛାତ୍ରୀ, କହିଲେ ଆଶାନୁଯାୟୀ ପରୀକ୍ଷା ହୋଇଥିବାବେଳେ ଭଲ ହେବ ରେଜଲ୍ଟ । ସକାଳ 8ଟା ରୁ 10ଟା ପରୀକ୍ଷା ହୋଇଥିବାବେଳେ ଠିକ 7 ଟା 30 ରେ ପିଲାଙ୍କୁ ପରୀକ୍ଷା ହଲକୁ ପ୍ରବେଶ କରାଯାଇଥିଲା ।

ସରିଲା ଦଶମ ପ୍ରଥମ ପରୀକ୍ଷା, ପ୍ରଶ୍ନପତ୍ର ନେଇ ଉତ୍ସାହିତ ଛାତ୍ରଛାତ୍ରୀ

7ଟା 50ରେ ପ୍ରଶ୍ନପତ୍ର ଦିଆଯାଇଥିଲା ଓ 8 ଟା 55 ମିନିଟରେ ଉତ୍ତର ଖାତା ଦିଆଯାଇଥିଲା । 8ଟାରୁ ଆରମ୍ଭ ହୋଇଥିଲା ପରୀକ୍ଷା । ତେବେ ପ୍ରଥମ ଦିନ ପରୀକ୍ଷା ବେଶ ଭଲ ହୋଇଥିବା ନେଇ କହିଛନ୍ତି ଛାତ୍ରଛାତ୍ରୀ । ପରିଶ୍ରମ ଅନୁଯାୟୀ ପ୍ରଶ୍ନ ଆସିଥିବାବେଳେ ଭଲ ରେଜଲ୍ଟ ନେଇ ଆଶାବାଦୀ ଅଛନ୍ତି। ସେପଟେ ସେଣ୍ଟର ଗୁଡିକରେ ମଧ୍ୟ କୋଭିଡ ଓ ହିଟ ୱେଭ ନେଇ ସମ୍ପୂର୍ଣ୍ଣ ବ୍ୟବସ୍ଥା ହୋଇଥିଲା ।

ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.