ଭୁବନେଶ୍ବର: କଟକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ଚେତିଲା ପ୍ରଶାସନ। ଏନେଇ ସମ୍ କୋଭିଡ ହସ୍ପିଟାଲରେ ଆରମ୍ଭ ହୋଇଛି ମକ ଡ୍ରିଲ ।
ଭୁବନେଶ୍ବର ଅଗ୍ନିଶମ ବିଭାଗ ପକ୍ଷରୁ ମକ ଡ୍ରିଲ କରାଯାଇଛି । ଯଦି ସେପରି ଅଘଟଣ ଘଟେ ତେବେ ବର୍ତିବା ପାଇଁ ଯେପରି ସୁରକ୍ଷା ପଦକ୍ଷେପ ନିଆଯିବା ଦରକାର ସେପରି କରାଯାଉଛି । ତା ସହିତ ହସ୍ପିଟାଲର କର୍ମକର୍ତ୍ତାଙ୍କୁ ଏନେଇ ସଚେତନ କରାଯାଇଛି ।
ଭୁବନେଶ୍ବରୁ ତାପସ ପରିଡା, ଇଟିଭି ଭାରତ