ETV Bharat / city

ୟୁକୋ ବ୍ୟାଙ୍କରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ - Fire

ମାଷ୍ଟରକ୍ୟାଣ୍ଟିନ ସ୍ଥିତ ୟୁକୋ ବ୍ୟାଙ୍କର ମୁଖ୍ୟ ଶାଖାରେ ନିଆଁ ଲାଗିଛି । ଅପରାହ୍ଣ 4 ଟାରେ ଅଗ୍ନିକାଣ୍ଡ ହୋଇଥିବାବେଳେ ନିଆଁର ପ୍ରକୋପ ଧୀରେଧୀରେ ବଢିବାରେ ଲାଗିଥିଲା । ଘଟଣାସ୍ଥଳରେ ଅଗ୍ନୀଶମ ବିଭାଗ ପହଞ୍ଚି ପାଞ୍ଚ ମହଲାରେ ଲାଗିଥିବା ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Mar 1, 2019, 11:31 PM IST

ଭୁବନେଶ୍ବର: ମାଷ୍ଟରକ୍ୟାଣ୍ଟିନ ସ୍ଥିତ ୟୁକୋ ବ୍ୟାଙ୍କର ମୁଖ୍ୟ ଶାଖାରେ ନିଆଁ ଲାଗିଛି । ଅପରାହ୍ଣ 4 ଟାରେ ଅଗ୍ନିକାଣ୍ଡ ହୋଇଥିବାବେଳେ ନିଆଁର ପ୍ରକୋପ ଧୀରେଧୀରେ ବଢିବାରେ ଲାଗିଥିଲା । ଘଟଣାସ୍ଥଳରେ ଅଗ୍ନୀଶମ ବିଭାଗ ପହଞ୍ଚି ପାଞ୍ଚ ମହଲାରେ ଲାଗିଥିବା ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଛି ।

ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ତେବେ ବ୍ୟାଙ୍କରୁ କିଛି ସିଗାରେଟ ମିଳିଥିବାରୁ କୌଣସି କର୍ମଚାରୀ ନିଶା ସେବନ କରୁଥିବାବେଳେ ନିଆଁ ଲାଗିଥିବାର ସୂଚନା ମିଳିଛି । ତେବେ ଠିକ୍ ସମୟରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଆୟତ୍ତ କରିବାରୁ ଏକ ବଡ ଧରଣର ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଛି ।

ତେବେ ଘଟଣା ସମ୍ପର୍କରେ ବ୍ୟାଙ୍କର କୌଣସି କର୍ମଚାରୀ ଏପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.