ETV Bharat / city

ଭିମସାରରେ ଆବଶ୍ୟକୀୟ ଭିତ୍ତିଭୂମିର ସମ୍ପୂର୍ଣ୍ଣ ହେଲେ ମିଳିବ ECMO ଚିକିତ୍ସା: DMET - ବୁର୍ଲା ମେଡିକାଲ କଲେଜ

ଭିମସାରରେ ECMO ମେସିନ ନ ଲାଗିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି DMET ଡାକ୍ତର ସିବିକେ ମହାନ୍ତି । କହିଲେ ଭିତ୍ତିଭୂମୀ ପ୍ରସ୍ତୁତି ଚାଲିଛି, ସମ୍ପୂର୍ଣ୍ଣ ହେଲେ ମିଳିବ ସେବା । ଅଧିକ ପଢନ୍ତୁ...

VSSIMSAR ରେ ଆବଶ୍ୟକୀୟ ଭିତ୍ତିଭୂମିର ସମ୍ପୂର୍ଣ୍ଣ ହେଲେ ମିଳିବ ECMO ଚିକିତ୍ସା: DMET

author img

By

Published : Jul 29, 2021, 6:43 PM IST

ଭୁବନେଶ୍ବର: ଭିମସାରରେ(VSSIMSAR) ECMO ମେସିନ ନ ଲାଗିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି DMET ଡା.ସିବିକେ ମହାନ୍ତି । ସେଠାରେ କାର୍ଡିଓଥୋରାସିସର ଭିତ୍ତିଭୂମୀ ନିର୍ମାଣଧୀନ ଅଛି, ସମ୍ପୂର୍ଣ୍ଣ ହେବା ପରେ ସେଠାରେ ମଧ୍ୟ ECMO ଚିକିତ୍ସା ଆରମ୍ଭ କରିଦିଆଯିବ। ସେହିପରି ରାଉରକେଲାରେ କିଛି ଦିନ ମଧ୍ୟରେ ଆରମ୍ଭ ହେବାର ରହିଛି । ଯେତେ ଶିଘ୍ର ମାନବ ସମ୍ବଳ ଓ ଭିତ୍ତିଭୂମୀ ନିର୍ମାଣ ଶେଷ ହେବ ସେତେ ଶୀଘ୍ର ଚିକିତ୍ସା ମିଳିପାରିବ ବୋଲି ସେ ସୂଚନା ଦେଇଛନ୍ତି ।

VSSIMSAR ରେ ଆବଶ୍ୟକୀୟ ଭିତ୍ତିଭୂମିର ସମ୍ପୂର୍ଣ୍ଣ ହେଲେ ମିଳିବ ECMO ଚିକିତ୍ସା: DMET

ରାଜ୍ୟ ସରକାର ପ୍ରଥମେ କହିଥିଲେ 3 ଟି ସ୍ଥାନରେ ଇକମୋ ମେସିନ ଲାଗିବ । ମାତ୍ର ପରବର୍ତ୍ତୀ ସମୟରେ ମାନବ ସମ୍ବଳ ଅଭାବରୁ କେବଳ କଟକ SCBରେ ସମସ୍ତ ମେସିନ ଲାଗିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ତେବେ ECMO ମେସିନ VSSIMSAR କୁ ନ ମିଳିବା ପ୍ରସଙ୍ଗରେ DMET କହିଛନ୍ତି ସେଠାରେ କାର୍ଡିଓଥୋରାସିସର ଭିତ୍ତିଭୂମୀ ନିର୍ମାଣ ସମ୍ପୂର୍ଣ୍ଣ ହେଲେ, ECMO ସେବା ଆରମ୍ଭ ହେବ । ୩୦ ରୁ 40 ଲକ୍ଷ ବ୍ୟୟରେ ଏକ ଇକମୋ ମେସିନ ଲାଗିପାରୁଥିବାବେଳେ ଏହା ଏକ ବଡ କଥା ନୁହେଁ, କିନ୍ତୁ ଆବଶ୍ୟକ ମାନବ ସମ୍ବଳ ଓ ଭିତ୍ତିଭୂମି ପ୍ରସ୍ତୁତ କରିବା ହିଁ ମୁଖ୍ୟ ପ୍ରସଙ୍ଗ ବୋଲି କହିଛନ୍ତି DMET ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.