ETV Bharat / city

ରାଜଧାନୀର ମେଡିସିନ ଦୋକାନରେ ଡ୍ରଗ୍ସ ଟିମର ଚଢାଉ

ରାଜଧାନୀରେ ଡ୍ରଗ୍ସ ସ୍କ୍ବାଡର ଚଢାଉ । କୋଡେନ ଜାତୀୟ ନିଶା ବଟିକା ଓ ସିରପ ବିକ୍ରି ନେଇ ଏହି ଚଢାଉ କରାଯାଇଛି ।

author img

By

Published : Oct 16, 2019, 8:26 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀରେ ଡ୍ରଗ୍ସ ସ୍କ୍ବାଡର ଚଢାଉ। କୋଡେନ ଜାତୀୟ ନିଶା ବଟିକା ଓ ସିରପ ବିକ୍ରି ନେଇ ଏହି ଚଢାଉ କରାଯାଇଛି । ମଞ୍ଚେଶ୍ବର ଶିଳ୍ପାଞ୍ଚଳର ଅନେକ ରିଟେଲ ଷ୍ଟୋରରେ ଚଢାଉ କରିଥିଲା ଡ୍ରଗସ ରେଞ୍ଜ ୱାନ ଟିମ ।

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡ୍ରଗ୍ସ ଇନସ୍ପେକ୍ଟର ପରବେଶ ଲେଙ୍କା, ଏସଆଇ ମଧୁସୂଦନ ସାହୁଙ୍କ ନେତୃତ୍ବରେ ଏକ ଟିମ ବିଭିନ୍ନ ଦୋକାନରେ ଛାନଭିନ କରିଥିଲେ । ତେବେ ଅଧିକାଂଶ ଦୋକାନ ଖବର ପାଇ ବନ୍ଦ କରିଦେଇଥିବା ବେଳେ ବିଶେଷ କରି ଶ୍ରମିକ ଓ ବସ୍ତି ଅଞ୍ଚଳ ମାନଙ୍କରେ ଏଭଳି ନିଶା ବଟିକା ଓ ସିରପ ବିକ୍ରି କରାଯାଇଥାଏ।

ସେଡାଟିଭ ଓ ହିପ୍ନୋଟିକ ଜାତୀୟ ଔଷଧ ବିଶେଷ କରି ନିଶା ପାଇ ବ୍ୟବହାର ହୋଇଥାଏ । ଏନେଇ ଚଢାଉ କରାଯାଇଥିବା ବେଳେ ରାଜଧାନୀରେ ମେଡିସିନ ଷ୍ଟୋର ମାନଙ୍କ ମଧ୍ୟରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଥିଲା।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:ମେଡିସିନ ଷ୍ଟୋରରେ ଡ୍ରଗସ ଟିମ ର ଚଢାଉ
Body:

ରାଜଧାନୀରେ ଡ୍ରଗସ ସ୍କ୍ବାଡର ଚଢାଉ। କୋଡେନ ଜାତିୟ ନିଶା ବଟିକା ଓ ସିରପ ବିକ୍ରି ନେଇ ଚଢାଉ।ମଂଚେଶ୍ବରର ଶିଳ୍ପାଂଚଳର ଅନେକ ରିଟେଲ ଷ୍ଟୋରରେ ଚଢାଉ କରିଥିଲା ଡ୍ରଗସ ରେଂଜ ୧ ଟିମ। ଖୋର୍ଦା ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଡ୍ରଗସ ଇନସ୍ପେକ୍ଟର ପରବେଶ ଲେଙ୍କା,ଏସଆଇ ମଧୁସୁଦନ ସାହୁଙ୍କ ନେତୃତ୍ବର ଏକ ଟିମ ବିଭିନ୍ନ ଦୋକାନରେ ଛାନଭିନ କରିଥିଲେ ।ତେବେ ଅଧିକାଁଶ ଦୋକାନ ଖବର ପାଇ ବନ୍ଦ କରିଦେଇଥିବା ବେଳେ ବିଶେଷ କରି ଶ୍ରମିକ ଓ ବସ୍ତି ଅଂଚଳରେ ଏଭଳି ନିଶା ବଟିକା ଓ ସିରପ ବିକ୍ରି କରାଯାଇଥାଏ। ସେଡାଟିଭ ଓ ହିପ୍ନୋଟିକ ଜାତିୟ ଔଷଧ ବିଶେଷ କରି ଏଭଳି ନିଶା ପାଇ ବ୍ଯବହାର ହୋଇଥାଏ । ଏନେଇ ଚଢାଉ କରି ରାଜଧାନୀରେ ମେଡିସିନ ଷ୍ଟୋର ମାନଙ୍କ ମଧ୍ଯରେ ଏକ ପ୍ରକାର ଭୟ ସୃଷ୍ଟି କରିଥିଲେ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.