ETV Bharat / city

ଓଡିଶାରେ ପହଞ୍ଚିବ କୋଭିଡ ଟିକା, ପ୍ରତିକ୍ରିୟା ରଖିଲା DMET - ଓଡିଶାରେ ପହଞ୍ଚିବ କୋଭିଡ ଟୀକା

ବହୁ ପ୍ରତୀକ୍ଷା ପରେ ଓଡିଶାରେ ପହଞ୍ଚୁଛି ଟିକା । ଟିକା ଆସିବା ମାତ୍ରେ ଟୀକାକରଣ ପର୍ଯ୍ୟାୟ ଆରମ୍ଭ ହେବ। ଅଧିକ ପଢନ୍ତୁ...

DMET reaction on covid vaccine
ଓଡିଶାରେ ପହଞ୍ଚିବ କୋଭିଡ ଟୀକା, ପ୍ରତିକ୍ରିୟା ରଖିଲା DMET
author img

By

Published : Jan 12, 2021, 2:56 PM IST

ଭୁବନେଶ୍ବର: ବହୁ ପ୍ରତୀକ୍ଷା ପରେ ଓଡିଶାରେ ପହଞ୍ଚୁଛି ଟିକା । ଟିକା ଆସିବା ମାତ୍ରେ ଟୀକାକରଣ ପର୍ଯ୍ୟାୟ ଆରମ୍ଭ ହେବ। ସମୁଦାୟ 40,800 vial ଟିକା ଓଡିଶା ଆସୁଛି। ଗୋଟେ vial 10 ଜଣଙ୍କୁ ଦିଆଯାଇପାରିବ।

ଓଡିଶାରେ ପହଞ୍ଚିବ କୋଭିଡ ଟୀକା, ପ୍ରତିକ୍ରିୟା ରଖିଲା DMET

ଆମେ ପ୍ରଥମ ପର୍ଯ୍ୟାୟରେ 3 ଲକ୍ଷ 28 ହଜାର650 ସ୍ବାସ୍ଥ୍ୟ କର୍ମୀଙ୍କ ତାଲିକା ଦେଇଛୁ। ଯଦି 40,800 vial ଆସୁଛି ଏହା ସମସ୍ତଙ୍କୁ ଦିଆଯାଇପାରିବ ବୋଲି ଡିଏମଇଟିର ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ଏହାସହ 162 କେନ୍ଦ୍ରରେ ଟୀକାକରଣ ହେବ ବୋଲି ସେ ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.