ETV Bharat / city

ଦ୍ୱୈତ ନଗରୀରେ ସଂକ୍ରମଣ ବୃଦ୍ଧିର ଚାଲିଛି ତର୍ଜମା: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Oct 29, 2021, 11:38 AM IST

ରାଜ୍ୟରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ ଦ୍ୱୈତ ନଗରୀରେ ବୃଦ୍ଧି ପାଇବା ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଅଧିକ ପଢନ୍ତୁ...

ଦ୍ୱୈତ ନଗରୀରେ ସଂକ୍ରମଣ ବୃଦ୍ଧିର ଚାଲିଛି ତର୍ଜମା: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଦ୍ୱୈତ ନଗରୀରେ ସଂକ୍ରମଣ ବୃଦ୍ଧିର ଚାଲିଛି ତର୍ଜମା: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ ଦ୍ୱୈତ ନଗରୀରେ ବୃଦ୍ଧି ପାଇବା ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ନିୟନ୍ତ୍ରଣ ପାଇଁ ସମୀକ୍ଷା ଚାଲିଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

କାହିଁକି ଭୁବନେଶ୍ୱର ଓ କଟକରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି ତାକୁ ନେଇ ସରକାର ଚିନ୍ତାରେ । ଟୁଇନ ସିଟିରେ ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ସତର୍କ କରାଇଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଦୀପାବଳି ପରେ ରାଜ୍ୟର ଅନେକ ଜିଲ୍ଲା ପରି ଖୋର୍ଦ୍ଧା ଓ କଟକରେ ସ୍ୱାଭାବିକ ହୋଇପାରେ କୋଭିଡ ସ୍ଥିତି !ରାଜ୍ୟରେ କିଛି ଦିନ ହେବ ସଂକ୍ରମଣ କମୁଥିଲେ ମଧ୍ୟ ଭୁବନେଶ୍ୱର ଓ କଟକରେ ସଂକ୍ରମଣ ହ୍ରାସ ପାଉନି । ହସ୍ପିଟାଲରେ ଆଡମିସନ କମିଛି, ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ ପାଇଛି ତେଣୁ ଭୟ କରିବାର କିଛି ନାହିଁ ବୋଲି ଆସ୍ବସ୍ତି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.