ETV Bharat / city

ଆସନ୍ତା 6ରୁ ସପ୍ତଦଶ ଧଉଳି କଳିଙ୍ଗ ମହୋତ୍ସବ

author img

By

Published : Jan 29, 2021, 5:34 PM IST

ଆସନ୍ତା ଫେବୃଆରୀ 6 ତାରିଖରୁ ଆରମ୍ଭ ହେବାକୁ ଯାଉଛି ସପ୍ତଦଶ ଧଉଳି କଳିଙ୍ଗ ମହୋତ୍ସବ । ତିନି ଦିନ ଧରି ଚାଲିବ ଏହି ମହୋତ୍ସବ । ଅଧିକ ପଢନ୍ତୁ...

ଫେବୃୟାରୀ 6ରୁ ଆରମ୍ଭ ହେବ ସପ୍ତଦଶ ଧଉଳି କଳିଙ୍ଗ ମହୋତ୍ସବ

ଭୁବନେଶ୍ବର: ଆସନ୍ତା ଫେବୃଆରୀ 6 ତାରିଖରୁ ଧଉଳି ପାଦ ଦେଶରେ ଆୟୋଜିତ ହେବାକୁ ଯାଉଛି ସପ୍ତଦଶ ଧଉଳି କଳିଙ୍ଗ ମହୋତ୍ସବ । କୋଭିଡ କଟକଣା ମଧ୍ୟରେ 3ଦିନ ଧରି ଏହି ମହୋତ୍ସବ ଅନୁଷ୍ଠିତ ହେବ ।

ଓଡିଶା ପର୍ଯ୍ୟଟନ ବିଭାଗ, ଓଡିଶା ଡ୍ୟାନ୍ସ ଏକାଡେମୀ ଏବଂ ଆର୍ଟ ଭିଜନ ସହଯୋଗରେ ଆୟୋଜିତ ଏହି ଉତ୍ସବରେ ଓଡିଶୀ ବ୍ୟତୀତ କଥକ, ଭାରତ ନାଟ୍ୟମ, କୁଚୁପୁଡି ଓ ସାମରିକ ନୃତ୍ୟ ଛଉ ପରିବେଷଣ କରାଯିବ । ଏଥିସହ ଚଳିତ ବର୍ଷ ବିଶିଷ୍ଟ ଓଡିଶୀ ସଙ୍ଗୀତ ବିଶାରଦ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡାଙ୍କୁ 'ବୁଦ୍ଧ' ସମ୍ମାନ ପ୍ରଦାନ କରାଯିବ ଏବଂ ଅନ୍ୟ ଚାରି ଜଣ ପ୍ରତିଭାଙ୍କୁ 'ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ' ପ୍ରଦାନ କରାଯିବ ବୋଲି ମହୋତ୍ସବର ମୁଖ୍ୟ ଆୟୋଜକ ଗୁରୁ ଅରୁଣା ମହାନ୍ତି ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.