ETV Bharat / city

ନିର୍ବାଚନ ଫଳାଫଳକୁ ଆମେ ସ୍ୱୀକାର କରୁଛୁ: ଧର୍ମେନ୍ଦ୍ର ପ୍ରଧାନ - ଭୁବନେଶ୍ବର

ରାଜ୍ୟରେ ନିର୍ବାଚନ ଫଳାଫଳ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପିକୁ ବଡ ରାଜନୈତିକ ସମୂହ ଭାବେ ସ୍ବୀକୃତି ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଜନମତ ଓ ନିଷ୍ପତ୍ତିକୁ ମୁଣ୍ଡପାତି ସ୍ୱୀକାର କରିଛନ୍ତି।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 24, 2019, 5:54 PM IST

ଭୁବନେଶ୍ବର: 2019 ନିର୍ବାଚନ ଫଳାଫଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ । ବିଜେପିକୁ ବୃହତ୍ତମ ରାଜନୈତିକ ଦଳ ଭାବେ ସ୍ବୀକୃତି ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଜନମତ ଓ ନିଷ୍ପତ୍ତିକୁ ବିନମ୍ରତାର ସହ ସ୍ୱୀକାର କରିଛନ୍ତି । 2014 ତୁଳନାରେ ଚଳିତ ଥର ଅଦ୍ଭୂତପୂର୍ବ ସମର୍ଥନ ଓଡ଼ିଶାର ଲୋକେ ଦେଇଛନ୍ତି ବୋଲି ସେ ତାଙ୍କର ପ୍ରତିକ୍ରିୟାରେ ଜଣାଇଛନ୍ତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଅନ୍ୟପଟେ ବିପୁଳ ବିଜୟ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସେ ଅଭିନନ୍ଦନ ଜଣାଇଛନ୍ତି। 23 ଆସନ ଆଶାନୁରୂପ ନୁହେଁ ବୋଲି କହିଛନ୍ତି। ଆମେ ପରାଜୟ ସ୍ୱୀକାର କରୁଛୁ। ଏଣିକି ଓଡିଶା ସରକାର ତାଙ୍କ ପ୍ରତିଶ୍ରୁତି ପାଳନ କରିବାର ବେଳ ବୋଲି ଧର୍ମେନ୍ଦ୍ର ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ନିର୍ବାଚନ ଫଳାଫଳ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପିକୁ ବଡ ରାଜନୈତିକ ସମୂହ ଭାବେ ସ୍ବୀକୃତି ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଜନମତ ଓ ନିଷ୍ପତ୍ତି କୁ ମୁଣ୍ଡପୋତି ସ୍ୱୀକାର କରିଛନ୍ତି। 2014 ତୁଳନାରେ ଚଳିତ ଥର ଅଦ୍ଭୂତପୂର୍ବ ସମର୍ଥନ ଓଡ଼ିଶାର ଲୋକେ ଦେଇଛନ୍ତି ବୋଲି ସେ ତାଙ୍କର ପ୍ରତିକ୍ରିୟାରେ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି। 23 ଆସନ ଆଶାନୁରୂପ ନୁହେଁ ବୋଲି କହିଛନ୍ତି। ଖେଳୁଆଡ଼ ମନୋବୃତ୍ତି ନେଇ ଆମେ ପରାଜୟ ସ୍ୱୀକାର କରୁଚୁ। ଓଡିଶା ସରକାର ତାଙ୍କ ପ୍ରତିଶ୍ରୁତି ପାଳନ କରିବାର ବେଳ ବୋଲି ଧର୍ମେନ୍ଦ୍ର କହିଛନ୍ତି।

Body:ବାଇଟ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.