ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ରାଜ୍ୟରେ ରାଜନୀତି ତେଜିବାରେ ଲାଗିଛି । ପଛୁଆବର୍ଗଙ୍କ ସଂରକ୍ଷଣ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେପଟେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ବିଟ୍ ନେଇ କଡ଼ା ଜବାବ ରଖିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ।
-
ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଓବିସି ବର୍ଗଙ୍କ ସ୍ଥାନ ସଂରକ୍ଷଣ ନେଇ ଯେଉଁ ପ୍ରକାର ଘଟଣା ଘଟୁଛି, ଏଥିରୁ ରାଜ୍ୟ ସରକାର ଓବିସି ସଂରକ୍ଷଣ ବିରୋଧୀ ବୋଲି ସ୍ପଷ୍ଟ ମନେହେଉଛି । ମାନ୍ୟବର ହାଇକୋର୍ଟରେ ଓଡ଼ିଶା ଆଡଭୋକେଟ୍ ଜେନେରାଲଙ୍କ ଏହି ପ୍ରସଙ୍ଗ ଉପରେ ଉପସ୍ଥାପନା ଓବିସି ବିରୋଧୀ ବୋଲି ସ୍ପଷ୍ଟ ଜଣାପଡ଼ୁଛି ।
— Dharmendra Pradhan (@dpradhanbjp) December 23, 2021 " class="align-text-top noRightClick twitterSection" data="
">ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଓବିସି ବର୍ଗଙ୍କ ସ୍ଥାନ ସଂରକ୍ଷଣ ନେଇ ଯେଉଁ ପ୍ରକାର ଘଟଣା ଘଟୁଛି, ଏଥିରୁ ରାଜ୍ୟ ସରକାର ଓବିସି ସଂରକ୍ଷଣ ବିରୋଧୀ ବୋଲି ସ୍ପଷ୍ଟ ମନେହେଉଛି । ମାନ୍ୟବର ହାଇକୋର୍ଟରେ ଓଡ଼ିଶା ଆଡଭୋକେଟ୍ ଜେନେରାଲଙ୍କ ଏହି ପ୍ରସଙ୍ଗ ଉପରେ ଉପସ୍ଥାପନା ଓବିସି ବିରୋଧୀ ବୋଲି ସ୍ପଷ୍ଟ ଜଣାପଡ଼ୁଛି ।
— Dharmendra Pradhan (@dpradhanbjp) December 23, 2021ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଓବିସି ବର୍ଗଙ୍କ ସ୍ଥାନ ସଂରକ୍ଷଣ ନେଇ ଯେଉଁ ପ୍ରକାର ଘଟଣା ଘଟୁଛି, ଏଥିରୁ ରାଜ୍ୟ ସରକାର ଓବିସି ସଂରକ୍ଷଣ ବିରୋଧୀ ବୋଲି ସ୍ପଷ୍ଟ ମନେହେଉଛି । ମାନ୍ୟବର ହାଇକୋର୍ଟରେ ଓଡ଼ିଶା ଆଡଭୋକେଟ୍ ଜେନେରାଲଙ୍କ ଏହି ପ୍ରସଙ୍ଗ ଉପରେ ଉପସ୍ଥାପନା ଓବିସି ବିରୋଧୀ ବୋଲି ସ୍ପଷ୍ଟ ଜଣାପଡ଼ୁଛି ।
— Dharmendra Pradhan (@dpradhanbjp) December 23, 2021
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି ଲେଖିଥିଲେ ଯେ, ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଓବିସି ବର୍ଗଙ୍କ ସ୍ଥାନ ସଂରକ୍ଷଣ ନେଇ ଯେଉଁ ପ୍ରକାର ଘଟଣା ଘଟୁଛି, ଏଥିରୁ ରାଜ୍ୟ ସରକାର ଓବିସି ସଂରକ୍ଷଣ ବିରୋଧୀ ବୋଲି ସ୍ପଷ୍ଟ ମନେହେଉଛି । ହାଇକୋର୍ଟରେ ଓଡ଼ିଶା ଆଡଭୋକେଟ୍ ଜେନେରାଲଙ୍କ ଏହି ପ୍ରସଙ୍ଗ ଉପରେ ଉପସ୍ଥାପନା ଓବିସି ବିରୋଧୀ ବୋଲି ସ୍ପଷ୍ଟ ଜଣାପଡ଼ୁଛି । ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ମାଧ୍ୟମରେ ଓବିସି ବର୍ଗଙ୍କୁ ଲାଭ ଦେବା ପାଇଁ ରାଜ୍ୟ ସରକାରଙ୍କ ଆବେଦନ ମାନ୍ୟବର ସୁପ୍ରିମକୋର୍ଟରେ ଦୀର୍ଘ ଦିନ ଧରି ପଡ଼ି ରହିବା ପରେ ରାଜ୍ୟ ସରକାର ଏ ବିଷୟରେ ଚିନ୍ତା ନକରିବା ଦୁଃଖଦାୟକ ଓ ଚିନ୍ତାଜନକ ।
-
୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ମାଧ୍ୟମରେ ଓବିସି ବର୍ଗଙ୍କୁ ଲାଭ ଦେବା ପାଇଁ ରାଜ୍ୟ ସରକାରଙ୍କ ଆବେଦନ ମାନ୍ୟବର ସୁପ୍ରିମକୋର୍ଟରେ ଦୀର୍ଘ ଦିନ ଧରି ପଡ଼ି ରହିବା ପରେ ରାଜ୍ୟ ସରକାର ଏ ବିଷୟରେ ଚିନ୍ତା ନକରିବା ଦୁଃଖଦାୟକ ଓ ଚିନ୍ତାଜନକ ।
— Dharmendra Pradhan (@dpradhanbjp) December 23, 2021 " class="align-text-top noRightClick twitterSection" data="
">୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ମାଧ୍ୟମରେ ଓବିସି ବର୍ଗଙ୍କୁ ଲାଭ ଦେବା ପାଇଁ ରାଜ୍ୟ ସରକାରଙ୍କ ଆବେଦନ ମାନ୍ୟବର ସୁପ୍ରିମକୋର୍ଟରେ ଦୀର୍ଘ ଦିନ ଧରି ପଡ଼ି ରହିବା ପରେ ରାଜ୍ୟ ସରକାର ଏ ବିଷୟରେ ଚିନ୍ତା ନକରିବା ଦୁଃଖଦାୟକ ଓ ଚିନ୍ତାଜନକ ।
— Dharmendra Pradhan (@dpradhanbjp) December 23, 2021୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ମାଧ୍ୟମରେ ଓବିସି ବର୍ଗଙ୍କୁ ଲାଭ ଦେବା ପାଇଁ ରାଜ୍ୟ ସରକାରଙ୍କ ଆବେଦନ ମାନ୍ୟବର ସୁପ୍ରିମକୋର୍ଟରେ ଦୀର୍ଘ ଦିନ ଧରି ପଡ଼ି ରହିବା ପରେ ରାଜ୍ୟ ସରକାର ଏ ବିଷୟରେ ଚିନ୍ତା ନକରିବା ଦୁଃଖଦାୟକ ଓ ଚିନ୍ତାଜନକ ।
— Dharmendra Pradhan (@dpradhanbjp) December 23, 2021
ଏହାର ଜବାବ ଦେଇ ବିଜେଡି ସାଙ୍ଗଠନିକ ସମ୍ପାଦକ ଟ୍ବିଟ୍ କରି ଲେଖିଛନ୍ତି ଯେ, ଧର୍ମେନ୍ଦ୍ର ଭାଇ,ଆପଣ ଜଣେ କେନ୍ଦ୍ରମନ୍ତ୍ରୀ, ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଆପଣଙ୍କ ଦଳ ସେଠାରେ କେତେ ବର୍ଷ ଧରି କ୍ଷମତାରେ ଅଛି ? ସେଠାରେ କାହିଁକି ଓବିସି ସଂରକ୍ଷଣ ନିଶ୍ଚିତ କରିବାକୁ ଆପଣ ବିଫଳ ହେଲେ? ବର୍ତ୍ତମାନ ସୁପ୍ରିମକୋର୍ଟ ମତଦାନ ପାଇଁ ମଧ୍ୟପ୍ରଦେଶର ଓବିସି ସଂରକ୍ଷଣ ନୀତିକୁ ଅଗ୍ରାହ୍ୟ କରିଛନ୍ତି । ଭାଇ, ପଞ୍ଚାୟତ ନିର୍ବାଚନରେ ଓବିସିଙ୍କୁ ୪୦% ସଂରକ୍ଷଣ ଦେବାକୁ ବିଜେଡି ପ୍ରତିଶୃତିବଦ୍ଧ । ଆମେ ୫୦% ସଂରକ୍ଷଣ ପର୍ଯ୍ୟନ୍ତ ମଧ୍ୟ ଯାଇପାରୁ । ବିଜେଡିରେ ସଂରକ୍ଷିତ ଟିକଟ ପାଇଥିବା ଓବିସି ପ୍ରାର୍ଥୀଙ୍କ ନାମ ତାଲିକାକୁ ସର୍ବସାଧାରଣରେ ପ୍ରକାଶ କରିବୁ । ବିଜେପିରେ ମଧ୍ୟ ଏହି ପଦକ୍ଷେପ ନେବା ପାଇଁ ଆପଣଙ୍କୁ ନିବେଦନ କରୁଛି ।
-
.@dpradhanbjp ଭାଇ,ଆପଣ ଜଣେ କେନ୍ଦ୍ରମନ୍ତ୍ରୀ, ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି | ଆପଣଙ୍କ ଦଳ ସେଠାରେ କେତେ ବର୍ଷ ଧରି କ୍ଷମତାରେ ଅଛି ? ସେଠାରେ କାହିଁକି ଓବିସି ସଂରକ୍ଷଣ ନିଶ୍ଚିତ କରିବାକୁ ଆପଣ ବିଫଳ ହେଲେ? ବର୍ତ୍ତମାନ ସୁପ୍ରିମକୋର୍ଟ ମତଦାନ ପାଇଁ ମଧ୍ୟପ୍ରଦେଶର ଓବିସି ସଂରକ୍ଷଣ ନୀତିକୁ ଅଗ୍ରାହ୍ୟ କରିଛନ୍ତି।
— Pranab Prakash Das (@pranabpdas) December 24, 2021 " class="align-text-top noRightClick twitterSection" data="
">.@dpradhanbjp ଭାଇ,ଆପଣ ଜଣେ କେନ୍ଦ୍ରମନ୍ତ୍ରୀ, ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି | ଆପଣଙ୍କ ଦଳ ସେଠାରେ କେତେ ବର୍ଷ ଧରି କ୍ଷମତାରେ ଅଛି ? ସେଠାରେ କାହିଁକି ଓବିସି ସଂରକ୍ଷଣ ନିଶ୍ଚିତ କରିବାକୁ ଆପଣ ବିଫଳ ହେଲେ? ବର୍ତ୍ତମାନ ସୁପ୍ରିମକୋର୍ଟ ମତଦାନ ପାଇଁ ମଧ୍ୟପ୍ରଦେଶର ଓବିସି ସଂରକ୍ଷଣ ନୀତିକୁ ଅଗ୍ରାହ୍ୟ କରିଛନ୍ତି।
— Pranab Prakash Das (@pranabpdas) December 24, 2021.@dpradhanbjp ଭାଇ,ଆପଣ ଜଣେ କେନ୍ଦ୍ରମନ୍ତ୍ରୀ, ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି | ଆପଣଙ୍କ ଦଳ ସେଠାରେ କେତେ ବର୍ଷ ଧରି କ୍ଷମତାରେ ଅଛି ? ସେଠାରେ କାହିଁକି ଓବିସି ସଂରକ୍ଷଣ ନିଶ୍ଚିତ କରିବାକୁ ଆପଣ ବିଫଳ ହେଲେ? ବର୍ତ୍ତମାନ ସୁପ୍ରିମକୋର୍ଟ ମତଦାନ ପାଇଁ ମଧ୍ୟପ୍ରଦେଶର ଓବିସି ସଂରକ୍ଷଣ ନୀତିକୁ ଅଗ୍ରାହ୍ୟ କରିଛନ୍ତି।
— Pranab Prakash Das (@pranabpdas) December 24, 2021
ଏହାପୂର୍ବରୁ ମଧ୍ୟ ଏହି ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଟ୍ବିଟର ୱାର୍ ଦେଖିବାକୁ ମିଳିଛି । ତେବେ ଏହି ନୂଆ ସଦ୍ୟ ଉଭୟ କଟାକ୍ଷର କେଉଁଠି ଅନ୍ତ ହେଉଛି ତାହା ଦେଖିବାକୁ ବାକି ରହିଲା ।
-
.@dpradhanbjp ଭାଇ,ପଞ୍ଚାୟତ ନିର୍ବାଚନରେ ଓବିସିଙ୍କୁ ୪୦% ସଂରକ୍ଷଣ ଦେବାକୁ ବିଜେଡି ପ୍ରତିଶୃତିବଦ୍ଧ | ଆମେ ୫୦% ସଂରକ୍ଷଣ ପର୍ଯ୍ୟନ୍ତ ମଧ୍ୟ ଯାଇପାରୁ। ବିଜେଡିରେ ସଂରକ୍ଷିତ ଟିକଟ ପାଇଥିବା ଓବିସି ପ୍ରାର୍ଥୀଙ୍କ ନାମ ତାଲିକାକୁ ସର୍ବସାଧାରଣରେ ପ୍ରକାଶ କରିବୁ। ବିଜେପିରେ ମଧ୍ୟ ଏହି ପଦକ୍ଷେପ ନେବା ପାଇଁ ଆପଣଙ୍କୁ ନିବେଦନ କରୁଛି।
— Pranab Prakash Das (@pranabpdas) December 24, 2021 " class="align-text-top noRightClick twitterSection" data="
">.@dpradhanbjp ଭାଇ,ପଞ୍ଚାୟତ ନିର୍ବାଚନରେ ଓବିସିଙ୍କୁ ୪୦% ସଂରକ୍ଷଣ ଦେବାକୁ ବିଜେଡି ପ୍ରତିଶୃତିବଦ୍ଧ | ଆମେ ୫୦% ସଂରକ୍ଷଣ ପର୍ଯ୍ୟନ୍ତ ମଧ୍ୟ ଯାଇପାରୁ। ବିଜେଡିରେ ସଂରକ୍ଷିତ ଟିକଟ ପାଇଥିବା ଓବିସି ପ୍ରାର୍ଥୀଙ୍କ ନାମ ତାଲିକାକୁ ସର୍ବସାଧାରଣରେ ପ୍ରକାଶ କରିବୁ। ବିଜେପିରେ ମଧ୍ୟ ଏହି ପଦକ୍ଷେପ ନେବା ପାଇଁ ଆପଣଙ୍କୁ ନିବେଦନ କରୁଛି।
— Pranab Prakash Das (@pranabpdas) December 24, 2021.@dpradhanbjp ଭାଇ,ପଞ୍ଚାୟତ ନିର୍ବାଚନରେ ଓବିସିଙ୍କୁ ୪୦% ସଂରକ୍ଷଣ ଦେବାକୁ ବିଜେଡି ପ୍ରତିଶୃତିବଦ୍ଧ | ଆମେ ୫୦% ସଂରକ୍ଷଣ ପର୍ଯ୍ୟନ୍ତ ମଧ୍ୟ ଯାଇପାରୁ। ବିଜେଡିରେ ସଂରକ୍ଷିତ ଟିକଟ ପାଇଥିବା ଓବିସି ପ୍ରାର୍ଥୀଙ୍କ ନାମ ତାଲିକାକୁ ସର୍ବସାଧାରଣରେ ପ୍ରକାଶ କରିବୁ। ବିଜେପିରେ ମଧ୍ୟ ଏହି ପଦକ୍ଷେପ ନେବା ପାଇଁ ଆପଣଙ୍କୁ ନିବେଦନ କରୁଛି।
— Pranab Prakash Das (@pranabpdas) December 24, 2021
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ