ETV Bharat / city

ଡିଜିଙ୍କ ବୈଠକ ଶେଷ: ମାଓ ଦମନ ଉପରେ ଫୋକସ୍ - ଡିଜି

ମାଓ ଦମନ ନେଇ DG କ୍ୟାମ୍ପ ଅଫିସ୍‌ରେ ଚାଲିଥିବା ବୈଠକ ଶେଷ ହୋଇଛି । ରାଜ୍ୟରେ ଏବେ ୧୧ ଜିଲ୍ଲାରେ ୮ ବାଟାଲିୟନ CRPF ମୁତୟନ ଅଛନ୍ତି ବୋଲି ସିଆରପିଏଫ ଡିଜି କହିଛନ୍ତି ।

ଡିଜାଇନ ଫଟୋ
author img

By

Published : Jul 11, 2019, 5:27 PM IST

Updated : Jul 11, 2019, 8:20 PM IST

ଭୁବନେଶ୍ବର: ମାଓ ଦମନ ନେଇ ଡିଜି କ୍ୟାମ୍ପ ଅଫିସ୍‌ରେ ଚାଲିଥିବା ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି । ମାଓ ସମ୍ପର୍କିତ ସମସ୍ୟା ଓ ସମାଧାନ ନେଇ ଆଲୋଚନା କରାଯାଇଛି । ବୈଠକ ପରେ ସିଆରପିଏଫ ଡିଜି ରାଜୀବ ରାୟ ଭଟନାଗରଙ୍କ ପ୍ରତିକ୍ରିୟା ଦେଇଛନ୍ତି । ରାଜ୍ୟରେ ଏବେ ୧୧ ଜିଲ୍ଲାରେ ୮ ବାଟାଲିଅନ ସିଆରପିଏଫ ମୁତୟନ ଅଛନ୍ତି । ଆଗକୁ ପୋଲିସ,ବିଏସଏଫ ଓ ସିଆରପିଏଫ ଅଧିକ ମିଳିତ ମାଓ ଅପରେସନ କରିବେ । ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ ଉପରେ ଫୋକସ ରହିବ ବୋଲି ସେ କହିଛନ୍ତି ।

ଏହା ଛଡା ପୋଲିସ ବିଏସଏଫ ଓ ସିଆରପିଏଫ ମଧ୍ୟରେ ଉତ୍ତମ ସମ୍ପର୍କ ରହିଛି । ଓଡିଶାରେ ବିଭିନ୍ନ ମାଓ ଅଞ୍ଚଳ ଗୁଡିକରେ କାରର୍ଗୋ ଟିମ୍‌ ମଧ୍ୟ ରହିଛନ୍ତି। ବିଭିନ୍ନ ମାଓ ଅଞ୍ଚଳ ଗୁଡିକରେ ପ୍ରାୟ ୩ଟି ଟିମ୍‌ କାମ କରୁଛି ବୋଲି ସେ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ବୈଠକରେ ସିଆରପିଏଫ ଆଇଜି, ସିଆରପିଏଫ ଡ଼ିଆଇଜି, ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରାୟ, ଏଡିଜି ଅପରେସନ ଆରପି କୋଚେ, ଆଇଜି ଗୁଇନ୍ଦା, ଆଇଜି ଏସଆଇଡବ୍ଲୁ ଘନଶ୍ୟାମ ଉପାଧ୍ୟାୟ ଏବଂ ବିଏସଏଫର ଉଚ୍ଚ ପଦାଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଓଡିଶା ପୋଲିସ ଡିଜିଙ୍କ ସହ ସିଆରପିଏଫ ଡିଜି ରାଜୀବ ରାୟ ଭଟନାଗରଙ୍କ ବୈଠକ
ମାଓ ସମ୍ପର୍କିତ ସମସ୍ୟା ଓ ସମାଧାନ ନେଇ ଆଲୋଚନା ଆରମ୍ଭ।
ସିଆରପିଏଫ ଆଇଜି, ସିଆରପିଏଫ ଡିଆଇଜିଙ୍କ ସମେତ ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରାୟ, ଏଡିଜି ଅପରେଶନ ଆରପି କୋଚ୍ଚେ, ଆଇଜି ଗୁଇନ୍ଦା , ଆଇଜି ଏସ ଆଇଡବ୍ଲୁ ଘନଶ୍ଯାମ ଉପାଧ୍ଯାୟ ଉପସ୍ଥିତ ଅଛନ୍ତି।Body:ଓଡିଶା ପୋଲିସ ଡିଜିଙ୍କ ସହ ସିଆରପିଏଫ ଡିଜି ରାଜୀବ ରାୟ ଭଟନାଗରଙ୍କ ବୈଠକ
ମାଓ ସମ୍ପର୍କିତ ସମସ୍ୟା ଓ ସମାଧାନ ନେଇ ଆଲୋଚନା ଆରମ୍ଭ।
ସିଆରପିଏଫ ଆଇଜି, ସିଆରପିଏଫ ଡିଆଇଜିଙ୍କ ସମେତ ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରାୟ, ଏଡିଜି ଅପରେଶନ ଆରପି କୋଚ୍ଚେ, ଆଇଜି ଗୁଇନ୍ଦା , ଆଇଜି ଏସ ଆଇଡବ୍ଲୁ ଘନଶ୍ଯାମ ଉପାଧ୍ଯାୟ ଉପସ୍ଥିତ ଅଛନ୍ତି।Conclusion:
Last Updated : Jul 11, 2019, 8:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.