ETV Bharat / city

ନୂଆବର୍ଷରେ ମନ୍ଦିରରେ ପ୍ରବଳ ଗହଳି - ଭୁବନେଶ୍ବର ରାମ ମନ୍ଦିରରେ ଭକ୍ତଙ୍କ ଭିଡ

ନୂଆବର୍ଷ 2020କୁ ଖୁବ ଆନନ୍ଦ ଉଲ୍ଲାସର ସହ ସ୍ବାଗତ କରିଥିବା ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ବରର ବିଭିନ୍ନ ମନ୍ଦିର ମାନଙ୍କରେ ସକାଳୁ ସକାଳୁ ଶ୍ରଦ୍ଧାଳୁମାନଙ୍କ ବେଶ ଭିଡ଼ ପରିଲକ୍ଷିତ ହୋଇଛି। ଏସମ୍ପର୍କରେ ଅଧିକ ପଢନ୍ତୁ...

ନୂଆ ବର୍ଷରେ ଠାକୁରଙ୍କ ଦର୍ଶନ ପାଇଁ ଲାଗୁଛି ଗହଳି
ନୂଆ ବର୍ଷରେ ଠାକୁରଙ୍କ ଦର୍ଶନ ପାଇଁ ଲାଗୁଛି ଗହଳି
author img

By

Published : Jan 1, 2020, 4:34 PM IST

ଭୁବନେଶ୍ବର: କ୍ୟାଲେଣ୍ଡରର ତାରିଖ ବଦଳିବା ସହ 2019 ବର୍ଷ ବିଦାୟ ନେଇଛି । ନୂଆବର୍ଷ 2020 କୁ ଲୋକମାନେ ଖୁବ ଆନନ୍ଦ ଉଲ୍ଲାସର ସହ ସ୍ବାଗତ କରିଥିବା ଦେଖିବାକୁ ମିଳିଛି । ଏହି ନୂଆବର୍ଷ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିବା ପାଇଁ ଭାରତୀୟ ରୀତି ନୀତି ଓ ସଂସ୍କୃତି ଅନୁସାରେ ଭଗବାନଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରୁଥିବା ଦେଖିବାକୁ ମିଳୁଛି । ସେଥିପାଇଁ ରାଜଧାନୀ ଭୁବନେଶ୍ବରର ବିଭିନ୍ନ ମନ୍ଦିର ମାନଙ୍କରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ପରିଲକ୍ଷିତ ହୋଇଛି।

ନୂଆ ବର୍ଷରେ ଠାକୁରଙ୍କ ଦର୍ଶନ ପାଇଁ ଲାଗୁଛି ଗହଳି

ମୁଖ୍ୟତଃ ରାମ ମନ୍ଦିରରେ ଏଥିପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯିବ ସହ ଲୋକମାନଙ୍କ ଭିଡକୁ ଦେଖି ପୂଜାର୍ଚ୍ଚନାରେ ପରିବର୍ତ୍ତନ କରାଯାଇଥିବା ମନ୍ଦିରର ପରିଚାଳକ ମହାବୀର ପ୍ରସାଦ ଶର୍ମା ପ୍ରକାଶ କରିଛନ୍ତି । ଏହି ଅବସରରେ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ସମାଜ ଓ ବିଶ୍ବର ମଙ୍ଗଳ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏହାସହ ଦେଶରୁ ଦାରିଦ୍ର୍ୟ ଦୂରୀକରଣ ଓ ସବୁଜ ବିଶ୍ବ ପାଇଁ ନିଜ ନିଜ ସ୍ତରରେ ପ୍ରଚେଷ୍ଟା କରିବା ଉଚିତ ବୋଲି କହିଛନ୍ତି ଶ୍ରଦ୍ଧାଳୁ ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Intro:କ୍ୟାଲେଣ୍ଡର ର ତାରିଖ ବଦଳିବା ସହ 2019 ବର୍ଷ ବିଦାୟ ନେଇଛି।ଏହା ସହ ନୂଆବର୍ଷ 2020 କୁ ଲୋକମାନେ ଖୁବ ଆନନ୍ଦ ଉଲ୍ଲାସରସହ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି।ଏହା ସହିତ ଏହି ନୂଆ ବର୍ଷ ଲୋକମାନଙ୍କ ଜୀବନରେ ସୁଖ,ଶାନ୍ତି ଓ ସମୃଦ୍ଧି ଆଣିବା ପାଇଁ ଭାରତୀୟ ରୀତି ନୀତି ଓ ସଂସ୍କୃତି ଅନୁସାରେ ଭଗବାନଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରୁଥିବା ଦେଖିବାକି ମିଳୁଛି।ସେଥିପାଇଁ ରାଜଧାନୀ ଭୁବନେଶ୍ବର ର ବିଭିନ୍ନ ମନ୍ଦିର ମାନଙ୍କରେ ସକାଳୁ ସକାଳୁ ଶ୍ରଦ୍ଧାଳୁମାନଙ୍କ ବେଶ ଭିଡ଼ ପରିଲକ୍ଷିତ ହେଉଥିବା ଦେଖାଯାଇଛି।

Body:ଭୁବନେଶ୍ୱରର ମୁଖ୍ୟତଃ ରାମ ମନ୍ଦିର ରେ ଏଥିପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯିବ ସହ ଲୋକମାନଙ୍କ ଭିଡିକୁ ଦେଖି ପୂଜାର୍ଚ୍ଚନା ରେ ପରିବର୍ତ୍ତନ କରାଯାଇଥିବା ମନ୍ଦିରର ପରିଚାଳକ ମହାବୀର ପ୍ରସାଦ ଶର୍ମା ପ୍ରକାଶ କରିଛନ୍ତି।ଏହି ଅବସରରେ ଠାକୁରଙ୍କ ଦର୍ଶନ କରିବାକୁ ଆସିଥିବା ଲୋକମାନେ ସେମାନଙ୍କ ନିଜ ପାଇଁ ପାର୍ଥନା କରିବା ସହ ସମାଜ ଓ ବିଶ୍ୱର ମଙ୍ଗଳ ପାଇଁ ଭଗବାନ ଙ୍କ ନିକଟରେ ଜଣାଇଛନ୍ତି।ଏହା ସହ ଦେଶରୁ ଦାରିଦ୍ର୍ୟ ଦୂରୀକରଣ ଓ ସବୁଜ ବିଶ୍ୱ ପାଇଁ ଲୋକମାନେ ନିଜ ନିଜ ସ୍ତରରେ ପ୍ରଚେଷ୍ଟା କରିବା ଉଚିତ ବୋଲି କହିଛନ୍ତି।
ବାଇଟ-ମନ୍ଦିର ପରିଚାଳକ-ମହାବୀର ପ୍ରସାଦ ଶର୍ମା
ବାଇଟ-ଶ୍ରଦ୍ଧାଳୁ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.