ETV Bharat / city

ଜାନୁୟାରୀରୁ ସଚିବଙ୍କ ଜିଲ୍ଲା ଗସ୍ତ ଆରମ୍ଭ - ରାଜ୍ୟ ସରକାର

ଓଡିଶା ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିବା ପାଇଁ ଜିଲ୍ଲା ଗସ୍ତରେ ଯିବେ ବିଭିନ୍ନ ବିଭାଗର ସଚିବ। ପଢନ୍ତୁ କେଉଁ ସଚିବ କେଉଁ ଜିଲ୍ଲା ଗସ୍ତରେ ଯିବେ...

PHOTO
LOKSEBA BHAWAN
author img

By

Published : Dec 30, 2019, 8:41 PM IST

ଭୁବନେଶ୍ବର: ରାଜ୍ୟ ସରକାର ରାଜ୍ୟବାସୀଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ଏହା କେତେ ମାତ୍ରାରେ କାର୍ଯ୍ୟକାରୀ ହେଉଛି କେତେ ଲୋକଙ୍କ ପାଖରେ ପହଞ୍ଚୁଛି ଏବେ ତାହାକୁ ନେଇ ସରକାର ଆରମ୍ଭ କରିଛନ୍ତି ଖୋଳତାଡ। ସର୍ବନିମ୍ନ ସ୍ତରରେ ଯୋଜନା କେତେ ଫଳପ୍ରଦ ହେଉଛି ଓ କ’ଣ ସମସ୍ୟା ରହୁଛି ତାହା ଜାଣିବା ପାଇଁ ଜାନୁୟାରୀ ମାସରୁ ଆରମ୍ଭ ହେବ ସଚିବଙ୍କ ଜିଲ୍ଲାୱାରୀ ଗସ୍ତ। ଏନେଇ ରାଜ୍ୟ ସରକାର ଆବଶ୍ୟକୀୟ ନିର୍ଦ୍ଦେଶ ଦେବା ସହ ସମସ୍ତ ପ୍ରସ୍ତୁତି କରି ସାରିଛନ୍ତି। ମୁଖ୍ୟତଃ 13ଟି ଯୋଜନାର କାର୍ଯ୍ୟକାରୀତା ଉପରେ ସଚିବ ସମୀକ୍ଷା କରିବେ। ଏହି ସମୀକ୍ଷା 2020 ଜାନୁୟାରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ।

PHOTO
ଜାନୁୟାରୀରୁ ସଚିବଙ୍କ ଜିଲ୍ଲାଗସ୍ତ ଆରମ୍ଭ

ଜିଲ୍ଲାୱାରୀ ଗସ୍ତ କରିବାକୁ ଥିବା ସଚିବ ହେଉଛନ୍ତି ପିକେ ମହାପାତ୍ର-ଢେଙ୍କାନାଳ, ପିକେ ଜେନା-କଳାହାଣ୍ଡି, ମୋନା ଶର୍ମା-ସମ୍ବଲପୁର, ସଞ୍ଜୀବ ଚୋପ୍ରା-କନ୍ଧମାଳ, ଅନୁ ଗର୍ଗ-ରାୟଗଡା, ବିଜୟ ଅରୋରା-ଗଞ୍ଜାମ, ସୌରଭ ଗର୍ଗ- ମୟୂରଭଞ୍ଜ, ସିକେ ସିଂ-କେଉଁଝର, ଏନପି ଧଳ-ସୁନ୍ଦରଗଡ, ରଞ୍ଜନା ଚୋପ୍ରା-କଟକ, ସୁରେନ୍ଦ୍ର କୁମାର- ବଲାଙ୍ଗୀର, ବିଷ୍ଣୁପଦ ସେଠୀ-କେନ୍ଦ୍ରାପଡା, ହେମନ୍ତ ଶର୍ମା-ନବରଙ୍ଗପୁର, ଚିତ୍ରା ଅରୁମଙ୍ଗମ-କଟକ, ବିଶାଲ ଗଗନ-ଭଦ୍ରକ, ଏସକେ ଲୋହାନୀ-କୋରାପୁଟ, ଶୁଭ ଶର୍ମା-ନୟାଗଡ, ବିଶାଲ ଦେବ-ପୁରୀ, ଭିଭି ଯାଦବ-ମାଲକାନଗିରି, ଏସକେ ସିଂ-ଗଜପତି, ଭାସ୍କର ଜ୍ୟୋତି ଶର୍ମା-ଅନୁଗୁଳ, ଶାଶ୍ଵତ ମିଶ୍ର-ଖୋର୍ଦ୍ଧା, ପ୍ରମୋଦ ମେହେର୍ଦ୍ଦା-ବାଲେଶ୍ବର, କ୍ରିଶନ କୁମାର-ସୋନପୁର, ଆର ରଘୁ ପ୍ରସାଦ-ଦେବଗଡ଼, ଅର୍ଚ୍ଚନା ପଟ୍ଟନାୟକ-ବୌଦ୍ଧ, ମନୋଜ ମିଶ୍ର-ଜଗତସିଂହପୁର, ଏନପି ଚାଓ୍ଵଲା-ବରଗଡ, ରୂପା ମିଶ୍ର-ଝାରସୁଗୁଡା, ସଚିନ ଆର ଯାଦବ-ନୂଆପଡା ଜିଲ୍ଲା ଦାୟିତ୍ଵ ପ୍ରଦାନ କରାଯାଇଛି।

PHOTO
ଜାନୁୟାରୀରୁ ସଚିବଙ୍କ ଜିଲ୍ଲାଗସ୍ତ ଆରମ୍ଭ

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଯୋଜନାର କାର୍ଯ୍ୟକାରୀତା ନେଇ ଗ୍ରାଉଣ୍ଡ ରିପୋର୍ଟର ହେବ ସମୀକ୍ଷା । ଲୋକଙ୍କ ପାଖରେ ଯୋଜନା ପହଞ୍ଚୁଛି କି ନାହିଁ ତଦାରଖ କରିବେ ସଚିବ ।୩୦ ଜିଲ୍ଲା ଗସ୍ତ କରି ୩୦ ଜିଲ୍ଲାରେ ଯୋଯନା ର କାର୍ଯ୍ୟକାରିତା ନେଇ ତଦାରଖ କରିବେBody: ।ଜାନୁଆରୀ ୨୦୨୦ରୁ ମାର୍ଚ୍ଚ ମାସ ୨୦୨୦ ମଧ୍ୟରେ କରାଯିବ ସମୀକ୍ଷା ।ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଯନା ପହଞ୍ଚୁଛି କି ନେଇ ତାହାର ସମୀକ୍ଷା କରିବେ ।ମୁଖ୍ୟ ତ ୧୩ଟି ଯୋଜନାର କାର୍ଯ୍ୟକାରୀତା ହେଉଛି ତାହାର ତଦାରଖ କରିବେ ।
ପିକେ ମହାପାତ୍ର ଙ୍କୁ ଢେଙ୍କାନାଳ ଦାଇତ୍ଵ ଦିଆଯାଇଛି ,ପିକେ ଜେନାଙ୍କୁ କଳାହାଣ୍ଡି ,ମୋନା ଶର୍ମା କୁସମ୍ବଲପୁର
, ସଞ୍ଜୀବ ଚୋପ୍ରା ଙ୍କୁ କନ୍ଧମାଳ,ଅନୁଗର୍ଗ ଙ୍କୁ ରାୟଗଡା,ବିଜୟ ଆରୋରାଙ୍କୁ ଗଞ୍ଜାମ ,ସୈରଭ ଗର୍ଗ ଙ୍କୁ ମୟୂରଭଞ୍ଜ ,ସିକେ ସିଂ ଙ୍କୁ କେଉଁଝର,ଏନପି ଧଳଙ୍କୁ ସୁନ୍ଦରଗଡ,ରଞ୍ଜନା ଚୋପ୍ରା ଙ୍କୁ କଟକ,ସୁରେନ୍ଦ୍ର କୁମାର ଙ୍କୁ ବଲାଙ୍ଗୀର,ବିଷ୍ଣୁପଦ ସେଠୀ ଙ୍କୁ କେନ୍ଦ୍ରାପଡା,ହେମନ୍ତ ଶର୍ମା ଙ୍କୁ ନବରଙ୍ଗପୁର,ଚିତ୍ରା ଅରୁମଙ୍ଗମ ଙ୍କୁ କଟକ ବିଶାଲ ଗଗନ ଙ୍କୁ ଭଦ୍ରକଏସକେ ଲୋହାନୀ ଙ୍କୁ କୋରାପୁଟ,ଶୁଭାଶର୍ମାଙ୍କୁ ନୟାଗଡ଼ ,ବିଶାଲ ଦେବ ଙ୍କୁ ପୁରୀ ,ଭିଭି ଯାଦବ ଙ୍କୁ ମାଲକାନଗିରି ,ଏସକେ ସିଂ ଙ୍କୁ ଗଜପତି ,ଭାସ୍କର ଜୈତି ଶର୍ମା ଙ୍କୁ ଅନୁଗୁଳ,ଶାଶ୍ଵତ ମିଶ୍ର ଙ୍କୁ ଖୋର୍ଦ୍ଧା ,Conclusion:ପ୍ରୋମୋଦ୍ ମେହେରଦା ଙ୍କୁ ବାଲେଶ୍ବର ,କ୍ରିଶନନ୍ କୁମାର ଙ୍କୁ ସୋନପୁର ,ଆର ରଘୁପ୍ରସାଦ ଙ୍କ ଦେବଗଡ଼ , ଅର୍ଚ୍ଚନା ପଟନାୟକ ଙ୍କୁ ବୋଦ୍ଧ,ମନୋଜ ମିଶ୍ର ଙ୍କୁ ଜଗତସିଂହପୁର ,ଏନପି ଚାଓ୍ଵଲାଙ୍କୁ ବରଗଡ଼ ,ରୂପା ମିଶ୍ର ଙ୍କୁ ଝାରସୁଗୁଡା ,ସଚିନଆର ଯାଦବ ଙ୍କୁ ନୂଆପଡା ର ଦାଇତ୍ଵ ଦିଆଯାଇଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.