ETV Bharat / city

ଆସନ୍ତା 3 ଦିନ ଉପକୂଳରେ କୁହୁଡି, ଆଗକୁ ବଢିବ ତାପମାତ୍ରା

ଆସନ୍ତା ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଉପକୁଳ ରେ କୁହୁଡି ଲାଗି ରହିବା ସହ ଆଗକୁ ତାପମାତ୍ରା ବୃଦ୍ଧି ପାଇବ। ଏବେ ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୩ ରୁ ୪ ଡିଗ୍ରୀ କମ୍ ରହିଛି। ଅଧିକ ପଢନ୍ତୁ...

ଆସନ୍ତା 3 ଦିନ ଉପକୂଳରେ କୁହୁଡି, ଆଗକୁ ବଢିବ ତାପମାତ୍ରା
ଆସନ୍ତା 3 ଦିନ ଉପକୂଳରେ କୁହୁଡି, ଆଗକୁ ବଢିବ ତାପମାତ୍ରା
author img

By

Published : Feb 9, 2021, 6:58 PM IST

Updated : Feb 9, 2021, 8:11 PM IST

ଭୁବନେଶ୍ବର: ଆସନ୍ତା 3 ଦିନ ପର୍ଯ୍ୟନ୍ତ ଉପକୂଳ ଜିଲ୍ଲା ଗୁଡିକରେ ସ୍ଵଳ୍ପ କୁହୁଡି ଲାଗି ରହିବ। ଆସନ୍ତା ୨୪ ଘଣ୍ଟା ବୁଧବାର ମଧ୍ୟରେ କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ଶୀତ ଲହରୀ ଜାରି ରହିବ । ଏହାର ପ୍ରଭାବରେ ଥଣ୍ଡା ଜନିତ ରୋଗ ହୋଇପାରେ ଓ ରାତ୍ରି ସମୟରେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଥଣ୍ଡା ପ୍ରବାହ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି।

ଆସନ୍ତା 3 ଦିନ ଉପକୂଳରେ କୁହୁଡି, ଆଗକୁ ବଢିବ ତାପମାତ୍ରା

ଆସନ୍ତା ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଉପକୁଳ ରେ କୁହୁଡି ଲାଗି ରହିବା ସହ ଆଗକୁ ତାପମାତ୍ରା ବୃଦ୍ଧି ପାଇବ। ଏବେ ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୩ ରୁ ୪ ଡିଗ୍ରୀ କମ୍ ରହିଛି।

ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୬.୦ଡିଗ୍ରୀ,ଭବାନୀପାଟଣାରେ ୯.୬,କୋରାପୁଟରେ ୯.୦ ତାପମାତ୍ରା ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Feb 9, 2021, 8:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.