ETV Bharat / city

ଆଉ 48 ଜୀବନ ନେଲା ମହାମାରୀ - Covid positive patient

ଆଜି(ବୁଧବାର) ଗୋଟିଏ ଦିନରେ ରାଜ୍ୟରେ ଆଉ 48 ଜଣଙ୍କ ଜୀବନ ନେଇଛି ମହାମାରୀ । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 4017କୁ ବୃଦ୍ଧି ହୋଇଛି ।

ଆଉ 48 ଜୀବନ ନେଲା ମହାମାରୀ
ଆଉ 48 ଜୀବନ ନେଲା ମହାମାରୀ
author img

By

Published : Jun 30, 2021, 12:19 PM IST

ଭୁବନେଶ୍ବର: ରାଜ୍ୟରେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । ଆଜି(ବୁଧବାର) ଗୋଟିଏ ଦିନରେ ରାଜ୍ୟରେ ଆଉ 48 ଜଣଙ୍କ ଜୀବନ ନେଇଛି ମହାମାରୀ । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 4017କୁ ବୃଦ୍ଧି ହୋଇଛି ।

ଆଜିର ମୃତକଙ୍କ ମଧ୍ୟରୁ ଅନୁଗୋଳରୁ 65ବର୍ଷୀୟ ପୁରୁଷ, 70ବର୍ଷୀୟ ପୁରୁଷ, ବାଲେଶ୍ବରରୁ 37ବର୍ଷୀୟ ପୁରୁଷ, 75ବର୍ଷୀୟ ପୁରୁଷ, ବରଗଡରୁ 40ବର୍ଷୀୟ ପୁରୁଷ ମହିଳା, 80ବର୍ଷୀୟ ମହିଳା, 35ବର୍ଷୀୟ ମହିଳା,ଭଦ୍ରକରୁ 40 ବର୍ଷୀୟ ପୁରୁଷ, 56 ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ 60 ବର୍ଷୀୟ ମହିଳା, 45 ବର୍ଷୀୟ ପୁରୁଷ, 52 ବର୍ଷୀୟ ପୁରୁଷ, ଦୁଇଜଣ 54 ବର୍ଷୀୟ ପୁରୁଷ, 30 ବର୍ଷୀୟ ପୁରୁଷ 54 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ବୌଦ୍ଧରୁ 30ବର୍ଷୀୟ ପୁରୁଷ, 59ବର୍ଷୀୟ ପୁରୁଷ, 32ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ କଟକରୁ 51ବର୍ଷୀୟ ପୁରୁଷ, 70ବର୍ଷୀୟ ପୁରୁଷ, 50 ବର୍ଷୀୟ ପୁରୁଷ, 40ବର୍ଷୀୟ ପୁରୁଷ, 72ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।

ସେହିପରି ଢେଙ୍କାନାଳରୁ 53ବର୍ଷୀୟ ମହିଳା, 86 ବର୍ଷୀୟ ପୁରୁଷ, 40 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଗଞ୍ଜାମରୁ 64ବର୍ଷୀୟ ପୁରୁଷ, ଜଗତସିଂହପୁରରୁ 31ବର୍ଷୀୟ ପୁରୁଷ, ଝାରସୁଗୁଡାରୁ 42 ବର୍ଷୀୟ ପୁରୁଷ, 46 ବର୍ଷୀୟ ମହିଳା, କଳାହାଣ୍ଡିରୁ 31ବର୍ଷୀୟ ପୁରୁଷ,କନ୍ଧମାଳରୁ 61ବର୍ଷୀୟ ପୁରୁଷ, ଖୋର୍ଦ୍ଧାରୁ 69 ବର୍ଷୀୟ ପୁରୁଷ, 47 ବର୍ଷୀୟ ପୁରୁଷ,କୋରାପୁଟରୁ 63ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି ।

ଅନ୍ୟପଟେ ନୟାଗଡରୁ 38ବର୍ଷୀୟ ପୁରୁଷ, 37 ବର୍ଷୀୟ ପୁରୁଷ, 56ବର୍ଷୀୟ ମହିଳା, 50ବର୍ଷୀୟ ମହିଳା, 34ବର୍ଷୀୟ ମହିଳା, ପୁରୀରୁ 87 ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ସମ୍ବଲପୁରରୁ 37 ବର୍ଷୀୟ ପୁରୁଷ, ସୁନ୍ଦରଗଡରୁ 31 ବର୍ଷୀୟ ପୁରୁଷ, 72ବର୍ଷୀୟ ପୁରୁଷ, 42 ବର୍ଷୀୟ ପୁରୁଷ ଓ 55 ବର୍ଷୀୟ ପୁରୁଷ କୋରୋନାରେ ଆଖି ବୁଜିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.