ETV Bharat / city

ଖରିଫ ଧାନ ସଂଗ୍ରହ: ପଞ୍ଜିକରଣ ଅବଧି ଵୃଦ୍ଧି ପାଇଁ ଦାବି

ଖରିଫ ଧାନ ସଂଗ୍ରହ ପାଇଁ ଅଣ୍ଟା ଭିଡିଲା ପ୍ରଦେଶ କିଷାନ କଂଗ୍ରେସ । ଚାଷୀ ପଞ୍ଜିକରଣ ଅବଧିକୁ ସେପ୍ଟେମ୍ବର 15 ପର୍ଯ୍ୟନ୍ତ ଵୃଦ୍ଧି କରାଯାଉ ବୋଲି କଲା ଦାବି । ଅଧିକ ପଢନ୍ତୁ...

author img

By

Published : Jul 25, 2021, 8:19 AM IST

Demands to increase farmers' registration period for kharif rice procurement
ଖରିଫ ଧାନ ସଂଗ୍ରହ ନେଇ ଚାଷୀ ପଞ୍ଜିକରଣ ଅବଧିକୁ ଵୃଦ୍ଧି ପାଇଁ ଦାବି

ଭୁବନେଶ୍ବର: ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଦେଶ କିଷାନ କଂଗ୍ରେସ ଅଣ୍ଟା ଭିଡିଛି । ଏନେଇ ରାଜ୍ୟ ସରକାରଙ୍କ ନିକଟରେ ପ୍ରଦେଶ କିଷାନ କଂଗ୍ରେସ 3ଟି ଦାବି ରଖିଛି । ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ଅବଧିକୁ ସେପ୍ଟେମ୍ବର 15 ପର୍ଯ୍ୟନ୍ତ ଵୃଦ୍ଧି କରାଯାଉ ।

ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇଁ ସମୟକୁ ଅଗଷ୍ଟ 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ ବୋଲି ପ୍ରଦେଶ କିଷାନ କଂଗ୍ରେସ ଦାବି ରଖିଛି । ଚାଷୀଙ୍କୁ ସାର ଯୋଗାଣରେ କଳାବଜାରୀ ଉପରେ ରୋକ ଲଗାଇବା ସହ ସଠିକ ସମୟରେ ଚାଷୀଙ୍କୁ ସାର ଯୋଗାଇ ଦିଆଯାଉ ବୋଲି ଦାବି ଉପସ୍ଥାପନ କରାଯାଇଛି ।

ଭୁବନେଶ୍ବରରୁ ମନରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.