ETV Bharat / city

Weather Update, ଦୁର୍ବଳ ହେଲା ଗଭୀର ଅବପାତ, ରାଜ୍ୟରେ କମିପାରେ ବର୍ଷା - ଭାରତୀୟ ପାଣିପାଗ ବିଭାଗ

ଅବପାତର ରୂପ ନେଇଛି ଗଭୀର ଅବପାତ । ଏହା ଓଡିଶା ଅତିକ୍ରମ କରିଛି । ଓଡିଶା ଉପରେ ଏହା କୌଣସି ପ୍ରତ୍ୟକ୍ଷ ପ୍ରଭାବ ରହିବ ନାହିଁ ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ବୈଜ୍ଞାନିକ ସଞ୍ଜୀବ ଦ୍ବିବେଦୀ । ଅଧିକ ପଢନ୍ତୁ

Sanjeev Dwivedi
Sanjeev Dwivedi
author img

By

Published : Aug 22, 2022, 10:02 AM IST

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଅବପାତର ରୂପ ନେଇଛି । ଉତ୍ତର-ପଶ୍ଚିମ ଛତିଶଗଡ ପାର୍ଶ୍ବବର୍ତ୍ତୀ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ତଥା ଦକ୍ଷିଣ ପୂର୍ବ ଉତ୍ତରପ୍ରଦେଶ ଅଞ୍ଚଳରେ ସକ୍ରିୟ ଗଭୀପ ଅବପାତ ଖୁବଶୀଘ୍ର ଏହା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ (ୱେଲ ମାର୍କ ଲୋ ପ୍ରେସରରେ) ପରିଣତ ହେବ । ଏହା ଓଡିଶା ଅତିକ୍ରମ କରିଛି । ଓଡିଶା ଉପରେ ଏହା କୌଣସି ପ୍ରତ୍ୟକ୍ଷ ପ୍ରଭାବ ରହିବ ନାହିଁ ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ବୈଜ୍ଞାନିକ ସଞ୍ଜୀବ ଦ୍ବିବେଦୀ ।

  • Depression over Central parts Madhya Pradesh and adjoining south Uttar Pradesh near latitude 24.4°N and longitude 78.8°E, about 60 km north of Sagar (Madhya Pradesh).To move west-northwestwards across northwest MP and weaken into a Well Marked Low Pressure Area next 12 hrs. pic.twitter.com/uMafXQ1VoS

    — India Meteorological Department (@Indiametdept) August 22, 2022 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...ସୁବର୍ଣ୍ଣରେଖାରେ ଆସୁଛି ବଡ ବନ୍ୟା, ସ୍ଥାନାନ୍ତର ହେଲେଣି 16 ହଜାର ଲୋକେ

ଉତ୍ତର-ପଶ୍ଚିମ ଛତିଶଗଡ ପାର୍ଶ୍ବବର୍ତ୍ତୀ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ତଥା ଦକ୍ଷିଣ ପୂର୍ବ ଉତ୍ତରପ୍ରଦେଶ ଅଞ୍ଚଳରେ ସକ୍ରିୟ ଗଭୀର ଅବପାତ ଦୁର୍ବଳ ହୋଇ ଏକ ଅବପାତରେ ପରିଣତ ହୋଇଛି । ଏହା ଆଗାମୀ 12 ଘଣ୍ଟା ଯାଏଁ ନିଜର ଗତିର ଦିଗ ବଜାୟ ରଖିବା ସହ ଦୁର୍ବଳ ହୋଇ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ । ଅବପାତ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ଯୋଗୁଁ ଓଡିଶା ଉପରେ ଆଜିଠାରୁ ଏହାର ପ୍ରଭାବ କମିବ। ଯାହାଫଳରେ ଆଜିଠୁ ରାଜ୍ୟରେ ବର୍ଷାର ପରିମାଣ ମଧ୍ୟ କମିବାର ସମ୍ଭାବନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.