ETV Bharat / city

ବଢିବନି ଡେଡଲାଇନ୍, ଡିସେମ୍ବର ପହିଲାରୁ ନିୟମ କଡାକଡି

author img

By

Published : Nov 26, 2019, 10:47 PM IST

ଶେଷ ହେଉଛି କୋହଳ ସମୟସୀମା । ଡିସେମ୍ବର ପହିଲାରୁ କଡାକଡି ଭାବେ ରାଜ୍ୟରେ କାର୍ଯ୍ୟକାରୀ ହେବ ନୂଆ ମଟରଯାନ ଆଇନ ।

PHOTO
ପଦ୍ମନାଭ ବେହେରା

ଭୁବନେଶ୍ବର: 3 ମାସର ମହଲତ ପରେ ଡିସେମ୍ବର ପହିଲାରୁ ରାଜ୍ୟରେ ପୁଣି କଡାକଡି ହେବ ନୂଆ ମଟରଯାନ ଆଇନ । ଗତ ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ଲାଗୁ ହୋଇଥିଲା ନୂଆ ମଟରଯାନ ଆଇନ । ତେବେ ଲୋକଙ୍କର ଅସନ୍ତୋଷକୁ ଦେଖି ରାଜ୍ୟ ସରକାର ଏହାକୁ 3ମାସ ପର୍ଯ୍ୟନ୍ତ କୋହଳ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କିନ୍ତୁ ଆସନ୍ତା ଡିସେମ୍ବର ପହିଲାରୁ ପୁଣିଥରେ ଏହି ଆଇନ ରାଜ୍ୟରେ କଡାକଡି କାର୍ଯ୍ୟକାରୀ ହେବ । ଆଜି ଏସଂପର୍କରେ ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଆଉ କୋହଳର କୌଣସି ସମୟସୀମା ବୃଦ୍ଧି କରାଯିବ ନାହିଁ । ଆଇନ କଡାକଡି ଭାବେ କାର୍ଯ୍ୟକାରୀ କରାଯିବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ମାସର ମହଲତ ପରେ ଆସନ୍ତା ଡିସେମ୍ବର ପହିଲାରୁ ନିୟମକୁ କଡ଼ାକଡ଼ି କରିବାକୁ ଯାଉଛନ୍ତି ସରକାର। ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା Body:ନୂତନ ମୋଟର ଯାନ ଆଇନକୁ ୩ ମାସ କୋହଳ କରିବା ପରେ ପୁଣି ଥରେ ନିୟମ କଡ଼ାକଡ଼ି ହେବାକୁ ଯାଉଛିConclusion:ଏନେଇ ମନ୍ତ୍ରୀ କହିଛନ୍ତି ଯେ,ଏଥର ଆଉ ଦିଆ ଯିବନି ସମୟ। କୌଣସି ଲୋକକୁ କ୍ଷମା ଦିଆଜିବନାହିଁ। ଡିସେମ୍ବର ପହିଲାରୁ ଚଢ଼ାଉ ହେବ ଜୋରଦାର। ରାଜ୍ୟ ସାର ଚଢ଼ାଉ ହେବ ଜୋରଦାର। ଲୋକମାନେ ଶେଷ ସମୟର ପର୍ଯ୍ୟନ୍ତ କାହିଁକି ଅପେକ୍ଷା କରିଥିଲେ। ଯଥେଷ୍ଟ ସମୟ ଦିଆଯାଇଥିଲେ ବି ଗାଡି କାଗଜପତ୍ର ଠିକ କରିନଥିଲେ। ତେଣୁ ଆଉ ସମୟ ଦିଆଯିବ ନାହିଁ। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.