ETV Bharat / city

ଚତୁର୍ଥ ଦିନରେ ଟୀକାକରଣ, ଆଜି ରାଜ୍ୟରେ 89% ନେଲେ ଟିକା - Covid-19 vaccination at odisha

କୋରୋନା ଟୀକାକରଣ ପାଇଁ ଉତ୍ସାହିତ ଓଡିଶା । ଆଜି ଚତୁର୍ଥ ଦିନରେ 89 ପ୍ରତିଶତ ଟିକା ନେଇଛନ୍ତି । ଅଧିକ ପଢନ୍ତୁ..

ଚତୁର୍ଥ ଦିନରେ ଟିକାକରଣ , ଆଜି ରାଜ୍ୟରେ 89% ନେଲେ ଟିକା

author img

By

Published : Jan 20, 2021, 8:23 PM IST

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି କୋରୋନା ଟୀକାକରଣ । ଟୀକାକରଣର ଚତୁର୍ଥ ଦିନରେ 93 ସେସନ ସାଇଟରେ 7946 ଜଣ କୋରୋନା ଯୋଦ୍ଧା ଟିକା ନେଇଛନ୍ତି । ଏଥିସହ ଆଜି 89 ପ୍ରତିଶତ ଟୀକାକରଣ ହୋଇଛି ।

ଆଜି 8894 ଜଣଙ୍କ ଟିକା ଦେବାକୁ ଟାର୍ଗେଟ ରହିଥିଲା । ଗତକାଲି ଅର୍ଥାତ ଟୀକାକରଣ ତୃତୀୟ ଦିନରେ ୧୮୨ଟି ସେସନ୍ ସାଇଟରେ ୮୮% ହୋଇଥିଲା । ମୋଟ ୧୪୨୯୧ ଜଣଙ୍କୁ ଟିକା ଦିଆଯାଇଥିଲା । ଏହାକୁ ଦେଖିଲେ ଆଜି ସାମାନ୍ୟ ବଢିଛି ଟୀକାକରଣ ।

ଓଡିଶାରେ ପ୍ରଥମ ପର୍ଯ୍ୟାୟରେ 3 ଲକ୍ଷ 38 ହଜାର 777 ଜଣଙ୍କୁ ଟିକା ଦେବାକୁ ନିର୍ଦ୍ଧାରିତ ହୋଇଛି ।

ଭୁବନେଶ୍ବର ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.