ETV Bharat / city

ଥାନାକୁ ଆଲର୍ଟ, ୟସ ପାଇଁ ପ୍ରସ୍ତୁତ ରୁହ: ପୋଲିସ କମିଶନର

author img

By

Published : May 25, 2021, 9:57 PM IST

ବାତ୍ୟା 'ୟସ' ପାଇଁ ଟ୍ବିନ ସିଟିର ସମସ୍ତ ଥାନାକୁ ଆଲର୍ଟ ରହିବାକୁ କହିଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଅଧିକ ପଢନ୍ତୁ...

ଥାନାକୁ ଆଲର୍ଟ; 'ୟସ' ପାଇଁ ପ୍ରସ୍ତୁତ ରୁହ: ପୋଲିସ କମିଶନର

ଭୁବନେଶ୍ବର: ଖୋଲିଯାଇଛି ବାତ୍ୟା 'ୟସ'ର ଆଖି । ଏନେଇ ସମସ୍ତ ଥାନାକୁ କରାଯାଇଛି ଆଲର୍ଟ । ରାସ୍ତା ଉପରେ ଗଛ ପଡିଲେ ସଫା କରାଯିବ । ରିଜର୍ଭ ବାଟାଲିୟନରେ ଆବଶ୍ଯକୀୟ ସାଜ ସରଞ୍ଜାମ ପ୍ରସ୍ତୁତ ରହିଛି । ଯୋଗାଯୋଗ ପାଇଁ ପୋଲିସ ୱାକି ଟକି ବା ପିସିଆର ଯୋଗେ ଯୋଗାଯୋଗ ଉପରେ ଗୁରୁତ୍ବ ଦିଆଯାଇଛି ।

ସେହିପରି ଥାନାରେ ଆବଶ୍ଯକୀୟ ନିହାତି ଆବଶ୍ଯକିୟ ସରଞ୍ଜାମ ସହ ସାମଗ୍ରୀ ପ୍ରସ୍ତୁତ ରଖିବା ସହ ବାତ୍ଯା 'ୟସ'କୁ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଆଲର୍ଟ କରାଯାଇଛି । ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରତିକ୍ରିୟା ରଖିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.