ETV Bharat / city

ସ୍କାନ କୋର୍ଡରେ ସକ୍ରିୟ ସାଇବର କ୍ରାଇମ, ଲୁଟର ଶିକାର ଶିକ୍ଷୟିତ୍ରୀ - cyber criminal cheated

ସାଇବର ଠକଙ୍କ ନୁଆ ଚାଲ। ଏଣିକି ନେବା ନୁହେଁ ଦେବା ଆଳରେ ଠକେଇ। ଓଏଲେକ୍ସରେ ୱାସିଂମେସିନ କିଣିବା ଆଳରେ ରଚିଥିଲେ ଠକାମିର ବ୍ଲୁ ପ୍ରିଣ୍ଟ। ଅଧିକ ପଢନ୍ତୁ...

ୱାସିଂମେସିନ କିଣିବା ଆଳରେ ଠକେଇ, ଅଧ୍ୟାପିକାଙ୍କୁ ଠକିନେଲେ କ୍ୟୁଆର କୋର୍ଡ ପଠାଇ

author img

By

Published : Feb 10, 2021, 2:09 PM IST

ଭୁବନେଶ୍ବର: ସାଇବର ଠକଙ୍କ ନୂଆ ଚାଲ। ଏଣିକି ନେବା ନୁହେଁ ଦେବା ଆଳରେ ଠକେଇ। ଓଏଲେକ୍ସରେ ୱାସିଂମେସିନ କିଣିବା ଆଳରେ ରଚିଥିଲେ ଠକାମୀର ବ୍ଲୁ ପ୍ରିଣ୍ଟ। ରେଶ୍ମା ମହାପାତ୍ର ନାମକ ଜଣେ ଜୁଲୋଜି ଅଧ୍ୟାପିକା ନିଜର ୱାସିଂମେସିନକୁ 9500ରେ ଦେଇଥିବା ବିକ୍ରି ଆଡ୍ ଦେଖି ଠକାମୀର ଟାର୍ଗେଟ କରିଥିଲେ ସାଇବର ଠକ।

ୱାସିଂମେସିନ କିଣିବା ଆଳରେ ଠକେଇ, ଅଧ୍ୟାପିକାଙ୍କୁ ଠକିନେଲେ କ୍ୟୁଆର କୋର୍ଡ ପଠାଇ

ୱାସିଂମେସିନ କିଣିବା ନେଇ ଅଧ୍ୟାପିକାଙ୍କୁ ଯୋଗାଯୋଗ କରି ଟଙ୍କା ଦେବା ପାଇଁ କ୍ୟୁଆର୍ କୋର୍ଡ଼ ପଠାଇଥିଲେ । ଅଧ୍ୟାପିକା ଜଣକ ସ୍କାନ ପରେ ତାଙ୍କଠାରୁ ଆଖିପିଛୁଳାକେ ଠକିନେଲେ 19 ହଜାର। ଏହାକୁ ନେଇ ସାଇବର ହେଲପ ଡେସ୍କରେ ପହଞ୍ଚି ଅଭିଯୋଗ ପରେ ବି ପୋଲିସ ଉପସ୍ଥିତିରେ ପୋଲିସକୁ ମଧ୍ୟ ସ୍କାନ କରନ୍ତୁ କହି ଟଙ୍କା ପାଇବେ ବୋଲି ଭୁଆଁ ବୁଲାଇଥିଲା। ଏହିପରି ଢଙ୍ଗରେ ନୂଆ ନୂଆ ଉପାୟରେ ଠକାମୀର ଜାଲ ବିଛାଉଛନ୍ତି । ଏହାକୁ ନେଇ ଏବେ ଟଙ୍କା ଦେବାର ଲୋଭ ଦେଖାଇ ସପିଂ ସାଇଟ ଉପରେ ନଜର ପକାଇଛନ୍ତି ଠକ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.