ETV Bharat / city

ଦୁର୍ଗାପୂଜା ପ୍ରସ୍ତୁତି ବୈଠକକୁ ବାରବାଟୀ ବିଧାୟକଙ୍କୁ ନ ଡାକିବା ଘଟଣା, ଡିସିପିଙ୍କ ବହିଷ୍କାର ଦାବି

author img

By

Published : Sep 16, 2019, 2:19 PM IST

ପୋଲିସ କମିଶନରଙ୍କୁ ଭେଟିଲା କଟକ ନଗର କଂଗ୍ରେସ । ଡିସିପିଙ୍କ ବହିଷ୍କାର ଦାବି କରି ଭେଟିଲା ଦଳ । ଦୁର୍ଗାପୂଜା ପ୍ରସ୍ତୁତି ବୈଠକକୁ କଟକ-ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ଡକାଯାଇନଥିବାରୁ ଡିସିପିଙ୍କ ବହିଷ୍କାର ଦାବି କରିଛି କଟକ ନଗର କଂଗ୍ରେସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର : ପୋଲିସ କମିଶନରଙ୍କୁ ଭେଟିଲା କଟକ ନଗର କଂଗ୍ରେସ । ଡିସିପିଙ୍କ ବହିଷ୍କାର ଦାବି କରି ଭେଟିଲା ଦଳ । ଦୁର୍ଗାପୂଜା ପ୍ରସ୍ତୁତି ବୈଠକକୁ କଟକ-ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ଡକାଯାଇନଥିବାରୁ ଡିସିପିଙ୍କ ବହିଷ୍କାର ଦାବି କରିଛି କଟକ ନଗର କଂଗ୍ରେସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏନେଇ କମିଶନରେଟ ପୋଲିସର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଦଳ ବିକ୍ଷୋଭ କରିଛି । ସୂଚନା ଅନୁଯାୟୀ, କମିଶନରେଟ ପୋଲିସ ପକ୍ଷରୁ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କଟକ-ବାରବାଟୀ ବିଧାୟକଙ୍କୁ ଡକାଯାଇନଥିଲା । ଏଥିରେ ଡିସିପିଙ୍କ ହାତ ଥିବା ଦର୍ଶାଇ କମିଶନରେଟ ପୋଲିସ ମୁଖ୍ୟାଳୟରେ ବିକ୍ଷୋଭ କରିବା ସହ କମିଶନର ସୁଧାଂଶୁ ଷଡଙ୍ଗୀଙ୍କୁ ସାକ୍ଷାତ କରି ଡିସିପିଙ୍କ ବହିଷ୍କାର ଦାବି କରିଛି କଟକ ନଗର କଂଗ୍ରେସ ।

ଭୁବନେଶ୍ବରରୁ ବିକାଶ ଦାଶ, ଇଟିଭି ଭାରତ

Intro:ପୋଲିସ କମିଶନରଙ୍କୁ ଭେଟିଲେ କଟକ ନଗର କଂଗ୍ରେସ, ଡିସିପି ର ବହିଷ୍କାର ଦାବି କଲା କଟକ କଂଗ୍ରେସ।

ଦୁର୍ଗାପୂଜା ପ୍ରସ୍ତୁତ ବୈଠକକୁ ନେଇ ଦେଖାଯାଇଛି ବିବାଦ। ଦୁର୍ଗାଅପୂଜା ପ୍ରସ୍ତୁତି ବୈଠକକୁ ବାରବାଟୀ ବିଧାୟକଙ୍କୁ ନ ଡାକିବା ନେଇ ଡିସିପିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଟକ କଂଗ୍ରେସ। ଏହି ଘଟଣାକୁ ନେଇ କମିଶନରେଟ ପୋଲିସର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି କଟକ ନଗର କଂଗ୍ରେସ।

Body:
କଟକ ସହର ଭାଇଚାରାର ସହର। ମା ଙ୍କ ଆଗମନ ସମୟରେ ସମସ୍ତେ ମିଳିମିଶି ଭାଇଚାରା ସହ ରହିଥାନ୍ତି। ଏହା ପୂର୍ବରୁ କଟକ ସହରର ବିଧାୟକ ଙ୍କ ସହ ପୂଜା ମଣ୍ଡପର କର୍ମକର୍ତା ଓ ଶାନ୍ତି କମିଟି ମିଳିତ ଉଦ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଥାଏ। ତେବେ ଏହି ବୈଠକରେ ବାରବାଟୀ ନିର୍ବାଚନୀ ମଣ୍ଡଳର ବିଧାୟକ ମହମଦ ମୋକିମ ଙ୍କୁ ଅଣଦେଖା କରିଛନ୍ତି ଡିସିପି। ତେବେ କମିଶନରରେଟ ପୋଲିସ ପକ୍ଷରୁ ଅୟୋଜନ ହେଉଥିବା ବେଳେ ମହମଦ ମୋକିମଙ୍କୁ ବୈଠକକୁ ନିମନ୍ତ୍ରଣ କରାଜିନଥିଲା। ଯାହା ଫଳରେ କି କଟକ ନଗର କଂଗ୍ରେସ ଏହାକୁ ଦୃଢ ବିରୋଧ କରିବା ସହ ସୋମବାର କମିଶନରେଟ ପୁଲିସ ର ମୁଖ୍ୟକର୍ଯ୍ୟାଳୟ ସମୁକହରେ ବିକ୍ଷୋଭ କରିଥିଲେ। କମିଶନର ସୁଧାଂଶୁ ଷଡଙ୍ଗୀ ଙ୍କୁ ସାଖ୍ୟାତ କରିବା ସହ କଟକ ଡିସିପିଙ୍କୁ ବହିଷ୍କାର ପାଇଁ ଦାବି କରିଛନ୍ତି କଟକ କଂଗ୍ରେସ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.