ETV Bharat / city

କୋର୍ଟରେ ହାଜର ହେଲେ ଆକାଶ ପାଠକ, ପ୍ରେମିକାକୁ ଦେଖି ହେଲା ଆଖି ଛଳଛଳ - emand against akash pathak

ଆକାଶ ପାଠକଙ୍କ ଆଖିରେ ଲୁହ । କୋର୍ଟରେ ପ୍ରେମିକାକୁ ଦେଖି ଆଖିରୁ ଝରି ପଡିଲା ଲୁହ। ଅଧିକ ପଢନ୍ତୁ

ଆକାଶ ପାଠକ
ଆକାଶ ପାଠକ
author img

By

Published : Dec 7, 2020, 7:51 PM IST

ଭୁବନେଶ୍ବର: କୋଟିପତି ଆଇଏଫଏସ ଅଭୟକାନ୍ତଙ୍କ ପୁଅ ଆକାଶ ପାଠଙ୍କ ଆଖିରେ ଲୁହ । କୋର୍ଟରେ ପ୍ରେମିକାକୁ ଦେଖି ଆଖିରୁ ଝରି ପଡିଲା ଲୁହ। ଆଜି କ୍ରାଇମବ୍ରାଞ୍ଚ ସାଇବର ଥାନା ପକ୍ଷରୁ ହୋଇଥିବା ଅଭିଯୋଗ ଆଧାରରେ କୋର୍ଟରେ ହାଜର ହୋଇଥିଲେ ଆକାଶ ପାଠକ ।

କୋର୍ଟରେ ହାଜର ହେଲେ ଆକାଶ ପାଠକ
କୋର୍ଟରେ ହାଜର ହେଲେ ଆକାଶ ପାଠକ

ଟାଟାରେ ଚାକିରୀ କରି ନଥିବା କଥାକୁ ଭିଜିଲାନ୍ସ ଜେରା ବେଳେ ସ୍ବୀକାର କରିବା ପରେ ଏବେ ଦିନକୁ ଦିନ ବାପପୁଅଙ୍କ ଅଡୁଆ ବି ବଢିବାରେ ଲାଗିଛି । ଯେହେତୁ ଆକାଶ ଭିଜିଲାନ୍ସ ମାମଲାରେ ଗିରଫ ହୋଇ ବିଚାରବିଭାଗୀୟ ହାଜତରେ ଅଛନ୍ତି। ତେଣୁ ଟାଟା ପକ୍ଷରୁ କ୍ରାଇମବ୍ରାଞ୍ଚରେ ହୋଇଥିବା ମାମଲାରେ କ୍ରାଇମବ୍ରାଞ୍ଚ ରିମାଣ୍ଡ ଟ୍ୟାଗ କରିଛି ।

ଏନେଇ ଖୋର୍ଦ୍ଧା ଏସଡ଼ିଜେଏମ କୋର୍ଟରେ ହାଜର ହୋଇଥିଲେ ଆକାଶ। ଏହାସହ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କ ବିରୋଧରେ ହୋଇଥିବା ମାମଲା ସମ୍ପର୍କରେ କୋର୍ଟଙ୍କ ଅବଗତ କରାଇଥିଲେ କ୍ରାଇମବ୍ରାଞ୍ଚ ଓ ସରକାରୀ ଓକିଲ।

ସୂଚନା ଅନୁସାରେ, କୋଟି କୋଟି ଟଙ୍କା ଓ ବେନାମୀ ସମ୍ପତ୍ତି ସଂପର୍କରେ ତଥ୍ୟ ପାଇଛି। ଅଭୟକାନ୍ତଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ଆହୁରି ଖୋଳତାଡ଼ ଜାରି ରଖିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.