ETV Bharat / city

ଜବତ ମାଂସପେଶୀ ଓ ହାଡର କରାଯିବ ଡିଏନଏ ଟେଷ୍ଟ - ରାଜଧାନୀ ପେଟ୍ରୋଲ ପମ୍ପ ବିଷ୍ଫୋରଣ

ରାଜଧାନୀ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଜବତ ମାଂସପେଶୀ ଓ ହାଡକୁ କରାଯିବ ଡିଏନଏ ଟେଷ୍ଟ। ସନ୍ଧ୍ୟା ସୁଦ୍ଧା ସ୍ଥାନୀୟ ଅଞ୍ଚଳକୁ ମୁକ୍ତ କରାଯିବା ନେଇ ସୂଚନା ଦେଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ଅଧିକ ପଢନ୍ତୁ...

cp-sudhansu-sarangi-spaek-about-petrol-pump-blast

author img

By

Published : Oct 8, 2020, 5:47 PM IST

ଭୁବନେଶ୍ବର: ରାଜଧାନୀ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ସୂଚନା । ଏଲପିଜି ଗ୍ୟାସ ରିଫିଲିଙ୍ଗ ବେଳେ 4 ଜଣ କର୍ମଚାରୀ କାମ କରୁଥିଲେ। ସେମାନଙ୍କ ମଧ୍ୟରୁ 3 ଜଣଙ୍କର ପରିଚୟ ମିଳିଛି । ଅନ୍ୟପଟେ ଆଉ ଜଣଙ୍କର ପରିଚୟ ମିଳିନାହିଁ। ଜବତ ମାଂସପେଶୀ ଖଣ୍ଡର DNA ଟେଷ୍ଟ କରାଯିବ। ମାଂସପେଶୀ ଓ ହାଡ ଖଣ୍ଡକୁ ଫରେନ୍ସିକୁ ପଠାଯିବ। ଆଜି ସନ୍ଧ୍ୟା ସୁଦ୍ଧା ସ୍ଥାନୀୟ ଅଞ୍ଚଳକୁ ମୁକ୍ତ କରାଯିବା ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।

ଜବତ ମାଂସପେଶୀ ଓ ହାଡର କରାଯିବ ଡିଏନଏ ଟେଷ୍ଟ
ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ପୋଲିସ କମିଶନରଙ୍କ ସୂଚନା। ବୈଜ୍ଞାନିକ ପ୍ରଣାଳୀରେ କରାଯିବ ଘଟଣାର ତଦନ୍ତ। ଏହି ଘଟଣାରେ ଜଣେ ନିଖୋଜ ରହିଥିବାବେଳେ କଟକରେ ଆଜି ସକାଳ ସମୟରେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟଜଣେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.