ETV Bharat / city

ଡେଲ୍ଟା ଭାଇରସକୁ ମାତ ଦେବାରେ ସଫଳ କୋଭିସିଲ୍ଡ ଓ କୋଭାକ୍ସିନ: DMET - କୋଭାକ୍ସିନ

ଟିକା ନେଲା ପରେ କମିଛି ସିଭିୟରିଟି । ସଂକ୍ରମଣ କମାଇବା ଲକଡାଉନର ଉଦ୍ଦେଶ୍ୟ ଥିବାବେଳେ, ଏବେ ଏହା ସଫଳ ହୋଇଛି । ଅଧିକ ପଢନ୍ତୁ...

ଡେଲ୍ଟା ଭାଇରସକୁ ମାତ ଦେବାରେ ସଫଳ କୋଭିସିଲ୍ଡ ଓ କୋଭାକ୍ସିନ:

author img

By

Published : Jun 8, 2021, 2:33 PM IST

ଭୁବନେଶ୍ବର: ଡେଲ୍ଟା ଭାଇରସକୁ ମୁକାବିଲା କରିବାରେ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ସଫଳ ହୋଇଥିବା ନେଇ ଆଜି (ମଙ୍ଗଳବାର) ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ଟିକା ନେଲା ପରେ କମିଛି ସିଭିୟରିଟି । ସେ ଆହୁରି କହିଛନ୍ତି ଯେ, ସଂକ୍ରମଣ କମାଇବା ଲକଡାଉନର ଉଦ୍ଦେଶ୍ୟ ଥିବାବେଳେ, ଏବେ ଏହା ସଫଳ ହୋଇଛି ।

ଡେଲ୍ଟା ଭାଇରସକୁ ମାତ ଦେବାରେ ସଫଳ କୋଭିସିଲ୍ଡ ଓ କୋଭାକ୍ସିନ

ବୟସ୍କଙ୍କୁ ତୃତୀୟ ଡୋଜ ବୁଷ୍ଟରର ଆବଶ୍ୟକତା ଅଛି ବୋଲି ବର୍ତ୍ତମାନ ପର୍ଯ୍ୟନ୍ତ ଆଇସିଏମଆର କୌଣସି ସୂଚନା ଦେଇନଥିବା DMET କହିଛନ୍ତି । ୧୮ ରୁ ଉର୍ଦ୍ଧ୍ବ ସମସ୍ତଙ୍କୁ କେନ୍ଦ୍ର ମାଗଣା ଟିକା ଦେବା ନିଷ୍ପତି ସ୍ବାଗତଯୋଗ୍ୟ । କିନ୍ତୁ କେତେ ଯୋଗେଇବେ ତାହା କେନ୍ଦ୍ର ଉପରେ ନିର୍ଭର କରେ । ସେଇ ଅନୁସାରେ ବଣ୍ଟନ କରାଯାଇପାରିବ । ସ୍ବାଇନଫ୍ଲୁ ବେଳେ ମଧ୍ୟ ନାଜାଲ ସ୍ପ୍ରେ ଦିଆଯାଉଥିଲା ଏବେ କୋରୋନା ପାଇଁ ନାଜାଲ ସ୍ପ୍ରେ ଟିକା ଗବେଷଣା ସ୍ତରରେ ଅଛି, ତାହା କେତେ କାମ ଦେବ ଗବେଷଣା ପରେ ଜଣାପଡିବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.