ETV Bharat / city

ଆସୁଛି କୋଭିଡ ଭାକ୍ସିନ, 29 ସୁଦ୍ଧା ରାଜ୍ୟକୁ ଡାଟାବେସ ମାଗିଲା କେନ୍ଦ୍ର

ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି କୋଭିଡ ଭ୍ୟାକସିନ । ଏଥିପାଇଁ ସ୍ବାସ୍ଥ୍ୟକର୍ମୀଙ୍କ ଡାଟାବେସ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର ।

corona vaccine
କୋରୋନା ଭ୍ୟାକସିନ
author img

By

Published : Oct 23, 2020, 7:20 PM IST

ଭୁବନେଶ୍ବର: କୋରୋନା ଭ୍ୟାକସିନ ନେଇ ବଡ ଖବର । ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି କୋଭିଡ ଭ୍ୟାକସିନ । ଏନେଇ ସବୁ ରାଜ୍ୟକୁ ଡାଟାବେସ ମାଗିଛି କେନ୍ଦ୍ର। ଏଥିପାଇଁ ସ୍ବାସ୍ଥ୍ୟକର୍ମୀଙ୍କ ଡାଟାବେସ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ଆସନ୍ତା 29 ଅକ୍ଟୋବର ସୁଦ୍ଧା ଡାଟାବେସ ପ୍ରସ୍ତୁତ କରିବାକୁ ଏହି ନିର୍ଦ୍ଦେଶ ଦିଆଯାଇଛି ।

corona vaccine
ଆସୁଛି କୋଭିଡ ଭାକ୍ସିନ,
corona vaccine
29 ସୁଦ୍ଧା ରାଜ୍ୟକୁ ଡାଟାବେସ ମାଗିଲା କେନ୍ଦ୍ର

ଏନେଇ କେନ୍ଦ୍ର ସରକାର ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ସରକାରୀ ଏବଂ ବେସରକାରୀ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରସ୍ତୁତ ହେବ ଡାଟାବେସ ତାଲିକା । ଏହି କ୍ରମରେ ସ୍ବାସ୍ଥ୍ୟ ଓ ମହିଳା ବିକାଶ ବିଭାଗକୁ କର୍ମଚାରୀଙ୍କ ତଥ୍ୟ ଦେବାକୁ କୁହାଯାଇଛି। ବିଶେଷକରି କେତେ ଅଙ୍ଗନବାଡି, ଆଶା କର୍ମୀ, ସ୍ବାସ୍ଥ୍ୟ କର୍ମୀ ଅଛନ୍ତି ତାଙ୍କର ତାଲିକା ମଗାଯାଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.