ETV Bharat / city

ରାଜଧାନୀରେ ପୁଣି 37 ସଂକ୍ରମିତ, ବଢୁଛି ସ୍ଥାନୀୟ ସଂକ୍ରମଣ - ସ୍ଥାନୀୟ ସଂକ୍ରମଣ

ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 30 ହଜାର ପାର୍ ହୋଇଛି। ଆଜି(ସୋମବାର) 37 ଜଣ ଚିହ୍ନଟ ହୋଇଥିବା ବେଳେ 53 ଜଣ ସୁସ୍ଥ ହୋଇଛନ୍ତି। ଅଧିକ ପଢନ୍ତୁ...

ରାଜଧାନୀରେ ପୁଣି 37 ସଂକ୍ରମିତ
ରାଜଧାନୀରେ ପୁଣି 37 ସଂକ୍ରମିତ
author img

By

Published : Nov 23, 2020, 6:53 PM IST

ଭୁବନେଶ୍ବର: ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 30 ହଜାର ପାର୍ ହୋଇଛି। ଆଜି(ସୋମବାର) 37 ଜଣ ଚିହ୍ନଟ ହୋଇଥିବା ବେଳେ 53 ଜଣ ସୁସ୍ଥ ହୋଇଛନ୍ତି। ଏହାସହ ମୃତ୍ୟୁ ସଂଖ୍ୟା 200 ପାର୍ କରିଛି । ଭୁବନେଶ୍ୱର ହୋମ୍ କ୍ବାରେଣ୍ଟାଇନ ସେଣ୍ଟରରୁ 16 ଚିହ୍ନଟ କରାଯାଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା 21 ।

ତେବେ ହୋମ କ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି। ହୋମ କ୍ଵରେଣ୍ଟାଇନରେ ଥିବା 16 ଜଣଙ୍କ ମଧ୍ୟରୁ 5 ଜଣ ପଟିଆ, 2 ଜଣ ରସୁଲଗଡ଼, 2 ଜଣ ଡ଼ମଣା, 3 ଜଣ ଶୈଳେଶ୍ରୀ ବିହାର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ସ୍ଥାନୀୟ ସଂକ୍ରମଣ 21 ଜଣ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ 2 ଜଣ ଓଲଡ଼ ଟାଉନ, 2 ଜଣ ପଟିଆ, 2 ଜଣ ବମିଖାଲ, 2 ଜଣ ଚନ୍ଦ୍ରଶେଖରପୁର, 2 ଜଣ ଡ଼ମଣା, 3 ଜଣ ଝାରପଡା, 2 ଜଣ ନୀଳାଦ୍ରି ବିହାର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 30 ହଜାର 498 ଜଣ ରହିଥିବା ବେଳେ 29 ହଜାର 713 ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷେ 556 ଜଣ ସକ୍ରିୟ ରହିଥିବା ବେଳେ 208 ଜଣ ମୃତ୍ୟୁବରଣ କରିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.