ETV Bharat / city

ରାଜ୍ୟରେ ପୁଣି 80 ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ 80 କୋରୋନା ପଜିଟିଭ୍ । ସଙ୍ଗରୋଧ କେନ୍ଦ୍ରରୁ 71, ଘରୋଇ ସଙ୍ଗରୋଧରୁ 2 ଚିହ୍ନଟ । ସ୍ଥାନୀୟ ଅଞ୍ଚଳରୁ ୭ ସଂକ୍ରମିତ ହୋଇଥିବା ସୂଚନା ।

corona-update-odisha
corona-update-odisha
author img

By

Published : May 23, 2020, 12:01 PM IST

ଭୁବନେଶ୍ବର: ରାଜ୍ୟରେ ପୁଣି 80 ଆକ୍ରାନ୍ତ ଚିହ୍ନଟ। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1269 ରେ ପହଁଚିଛି। କ୍ବାରେଣ୍ଟାଇନ ସେଣ୍ଟରରରୁ 80 ଚିହ୍ନଟ ହୋଇଥିବା ବେଳେ କଣ୍ଟେନମେଣ୍ଟ ଜୋନରୁ ଜଣେ ଓ 5 ଜଣ ସ୍ଥାନୀୟ ଲୋକ ଆକ୍ରାନ୍ତ ହୋଇଛନ୍ତି।

କ୍ବାରେଣ୍ଟାଇନ ସେଣ୍ଟରରରୁ 71 ଚିହ୍ନଟ ହୋଇଥିବା ବେଳେ କଣ୍ଟେନମେଣ୍ଟ ଜୋନରୁ 2 ଜଣ ଚିହ୍ନଟ ହୋଇଛନ୍ତି ଏବଂ 7 ଜଣ ସ୍ଥାନୟ ଲୋକ ଚିହ୍ନଟ ହୋଇଛନ୍ତି। ଆକ୍ରନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୧୯, ପୁରୀରୁ ୧୭ ଜଣ, ଯାଜପୁରରୁ ୧୪, ସୁନ୍ଦରଗଡରୁ ୫ ଆକ୍ରାନ୍ତ ଚିହ୍ନଟ । ସେହିପରି ନୟାଗଡ ଓ ମାଲକାନଗିରି ମଧ୍ୟ 5 କରୋନା ସଂକ୍ରମିତ ହୋଇଛନ୍ତି।

ତେବେ ରାଜ୍ୟରେ 26 ଜିଲ୍ଲାରେ କାୟା ବିସ୍ତାର କରିଛି କରୋନା ଆକ୍ରାନ୍ତ। ରାଜ୍ୟରେ 1269 ପଜିଟିଭ ବାହାରିଥିବା ବେଳେ 826 ଜଣ ସକ୍ରିୟ ଅଛନ୍ତି। 436 ଜଣ ସୁସ୍ଥ ହୋଇଥିବା ବେଳେ 7 ଜଣଙ୍କର ମୃତ୍ୟୁ ଘଟିଛି। ସେପଟେ ରାଜ୍ୟରେ 1,18,446 ସାମ୍ପୁଲ ଟେଷ୍ଟ କରାଯାଇଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.