ଭୁବନେଶ୍ବର: ରାଜ୍ୟରେ ଆଉ ୩୦ କୋରୋନା ଆକ୍ରାନ୍ତ ସୁସ୍ଥ । ଗଞ୍ଜାମର ୨୦, କେନ୍ଦ୍ରାପଡ଼ାର ୫ ଓ ନୟାଗଡ଼ରୁ ଜଣେ ସୁସ୍ଥ । ସେପଟେ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ୨ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ।
ସୁସ୍ଥ ହେଲେ 30, ଆକ୍ରାନ୍ତ ହେଲେ 102
15:10 May 19
୩୦ କୋରୋନା ଆକ୍ରାନ୍ତ ସୁସ୍ଥ
11:49 May 19
ବିସ୍ଫୋରକ କୋରୋନା, ଆଜି 102 ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର: ରାଜ୍ୟରେ ଆଉ 102 କରୋନା ପଜିଟିଭ । ଯାଜପୁରରୁ ସର୍ବାଧିକ 31 । ଜଗତସିଂହପୁରରୁ ନୂଆ ଆକ୍ରାନ୍ତ । ଭଦ୍ରକର 21 ସହ ରାଜ୍ୟରେ ମୋଟ 978 ପଜିଟିଭ ଚିହ୍ନଟ ।
09:41 May 19
ଜଗତସିଂହପୁରରେ ପୁଣି କୋରୋନା ଆକ୍ରାନ୍ତ
ଭୁବନେଶ୍ବର: ଜଗତସିଂହପୁରରେ ପୁଣି ୨୦ ଆକ୍ରାନ୍ତ ଚିହ୍ନଟ । ନୂଆ ସଂକ୍ରମିତଙ୍କ ମଧ୍ୟରେ କୁଜଙ୍ଗର ଜଣେ ଓ ନାଉଗାଁରୁ ୧୯ ଜଣ । ସୋମବାର ସକାଳେ 5 କୋରୋନା ଆକ୍ରାନ୍ତ ହୋଇଥିଲେ ସୁସ୍ଥ ।