ETV Bharat / city

ହ୍ରାସ ପରେ ପୁଣି ବଢିଲା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ 480 ସଂକ୍ରମିତ - corona news

ରାଜ୍ୟରେ ଦିନକରେ 480 ଜଣ ଆକ୍ରାନ୍ତ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3,19,583କୁ ବୃଦ୍ଧି । ଅଧିକ ପଢନ୍ତୁ...

ଆକ୍ରାନ୍ତଙ୍କ ସଂଖ୍ୟା
ଆକ୍ରାନ୍ତଙ୍କ ସଂଖ୍ୟା
author img

By

Published : Dec 2, 2020, 12:29 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ଆଜି ପୁଣି ଟିକେ ବଢିଛି । ଆଜି 480 ଜଣ ଆକ୍ରାନ୍ତ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 276 ଜଣ କ୍ବାରେଣ୍ଟାଇନ ଓ 204 ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି ।

480 ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରୁ 41, ବାଲେଶ୍ବରରୁ 19, ବରଗଡରୁ 30, ଭଦ୍ରକରୁ 2, ବଲାଙ୍ଗୀରରୁ 7, ବୌଦ୍ଧରୁ 3, କଟକରୁ 35, ଦେବଗଡରୁ 3, ଢେଙ୍କାନାଳରୁ 3, ଗଞ୍ଜାମରୁ 7, ଜଗତସିଂହପୁରରୁ 19, ଯାଜପୁରରୁ 7, ଝାରସୁଗୁଡାରୁ 16, କଳାହାଣ୍ଡିରୁ 28, କନ୍ଧମାଳରୁ 11 ଓ କେନ୍ଦ୍ରାପଡାରୁ 17 ଜଣ ରହିଛନ୍ତି ।

ସେହିପରି କେନ୍ଦୁଝରରୁ 13, ଖୋର୍ଦ୍ଧାରୁ 51, କୋରାପୁଟରୁ 10, ମାଲକାନଗିରିରୁ 8, ମୟୂରଭଞ୍ଜରୁ 36, ନବରଙ୍ଗପୁରରୁ 6, ନୟାଗଡରୁ 4, ନୂଆପଡାରୁ 14, ପୁରୀରୁ 31, ରାୟଗଡାରୁ 3, ସମ୍ବଲପୁରରୁ 14, ସୁନ୍ଦରଗଡରୁ 31 ଓ ଷ୍ଟେଟ୍‌ ପୋଲ 11 ଜଣ ରହିଛନ୍ତି ।

ସେପଟେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3,19,583 ଥିବାବେଳେ 3,12,734 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 5046 ଟି ସକ୍ରିୟ ମାମଲା ରହିଛି । ଅନ୍ୟପଟେ ମୋଟ 1750 ଜଣଙ୍କ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.