ETV Bharat / city

ରାଜ୍ୟରେ ବେକାବୁ କୋରୋନା, ଦିନକରେ 3777 ଆକ୍ରାନ୍ତ - କୋରୋନା ଆକ୍ରାନ୍ତ

ରାଜ୍ୟରେ ଅସମ୍ଭାଳ କୋରୋନା । ଦିନକରେ 3777 ଆକ୍ରାନ୍ତ । 11 ମୃତ । ଅଧିକ ପଢନ୍ତୁ...

ରାଜ୍ୟରେ ବେକାବୁ କୋରୋନା, ଦିନକରେ 3777 ଆକ୍ରାନ୍ତ

author img

By

Published : Sep 12, 2020, 12:16 PM IST

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ 3777 ଜଣ ଆକ୍ରାନ୍ତ ଚିହ୍ନଟ । 11 ମୃତ । ଆକ୍ରାନ୍ତଙ୍କ ମଧ୍ୟରେ 2191 କ୍ବାରେଣ୍ଟାଇନ ସେଣ୍ଟର ଓ 1586 ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ।

30 ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ 815 ଜଣ ରହିଛନ୍ତି । ସେହିପରି ଅନୁଗୋଳରୁ 115, ବାଲେଶ୍ବରରୁ 127, ବରଗଡରୁ 14, ଭଦ୍ରକରୁ 67, ବଲାଙ୍ଗୀରରୁ 51, ବୌଦ୍ଧରୁ 26, କଟକରୁ 368, ଦେବଗଡରୁ 14, ଢେଙ୍କାନାଳରୁ 67, ଗଜପତିରୁ 13, ଗଞ୍ଜାମରୁ 58, ଜଗତସିଂହପୁରରୁ 100, ଯାଜପୁରରୁ 133, ଝାରସୁଗୁଡାରୁ 70, କଳାହାଣ୍ଡିରୁ 70, କନ୍ଧମାଳରୁ 49, କେନ୍ଦ୍ରାପଡାରୁ 148, କେନ୍ଦୁଝରରୁ 78, କୋରାପୁଟରୁ 98, ମାଲକାନଗିରିରୁ 26, ମୟୂରଭଞ୍ଜରୁ 58, ନବରଙ୍ଗପୁରରୁ 107, ନୟାଗଡରୁ 71, ନୂଆପଡାରୁ 73, ପୁରୀରୁ 237, ରାୟଗଡାରୁ 75, ସମ୍ବଲପୁରରୁ 112, ସୋନପୁରରୁ 72 ଓ ସୁନ୍ଦରଗଡରୁ 148 ରହିଛନ୍ତି । ସେହିପରି ଷ୍ଟେଟ ପୁଲରୁ 192 ଜଣ ରହିଛନ୍ତି ।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ 146894 ଥିବାବେଳେ ମୃତ୍ୟୁ ସଂଖ୍ୟା 616 ରହିଛି । ସେହିପରି ସୁସ୍ଥ ସଂଖ୍ୟା 112062 ଥିବାବେଳେ 34163ଟି ସକ୍ରିୟ ମାମଲା ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.