ETV Bharat / city

ରାଜ୍ୟରେ ଦିନକରେ 3600 ଜଣ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ - ଓଡିଶା କୋରୋନା ଆକ୍ରାନ୍ତ

ରାଜ୍ୟରେ ଦିନକରେ 3600 ଜଣ ଆକ୍ରାନ୍ତ ଚିହ୍ନଟ । 16 ମୃତ । ଖୋର୍ଦ୍ଧାରୁ ସର୍ବାଧିକ ସଂକ୍ରମିତ । ଅଧିକ ପଢନ୍ତୁ...

ରାଜ୍ୟରେ 3600 ଜଣ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ

author img

By

Published : Oct 2, 2020, 11:35 AM IST

ଭୁବନେଶ୍ବର: ରାଜ୍ୟରେ ବେକାବୁ କୋରୋନା । ଦିନକରେ 3600 ଆକ୍ରାନ୍ତ ଚିହ୍ନଟ । 16 ମୃତ । କ୍ବାରେଣ୍ଟାଇନରୁ 2109 ଓ ସ୍ଥାନୀୟ ଅଞ୍ଚଳରୁ 1491 ସଂକ୍ରମିତ ।

30 ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ 766 ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ 358, ଅନୁଗୋଳରୁ 100, ବାଲେଶ୍ବରରୁ 107, ବରଗଡରୁ 106, ଭଦ୍ରକରୁ 82, ବଲାଙ୍ଗୀରରୁ 99, ବୌଦ୍ଧରୁ 47, ଦେବଗଡରୁ 11, ଢେଙ୍କାନାଳରୁ 47, ଗଜପତିରୁ 19, ଗଞ୍ଜାମରୁ 31, ଜଗତସିଂହପୁରରୁ 73, ଯାଜପୁରରୁ 139, କଳାହାଣ୍ଡିରୁ 51, କନ୍ଧମାଳରୁ 97, କେନ୍ଦ୍ରାପଡାରୁ 129, କେନ୍ଦୁଝରରୁ 106, କୋରାପୁଟରୁ 66, ମାଲକାନଗିରିରୁ 46, ମୟୂରଭଞ୍ଜରୁ 156, ନବରଙ୍ଗପୁରରୁ 116, ନୟାଗଡରୁ 74 , ନୂଆପଡାରୁ 84, ପୁରୀରୁ 115, ରାୟଗଡାରୁ 32, ସମ୍ବଲପୁରରୁ 126, ସୋନପୁରରୁ 129, ସୁନ୍ଦରଗଡରୁ 89 ଓ ଷ୍ଟେଟ ପୋଲ 158 ରହିଛନ୍ତି ।

ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 226434ଟି ରହିଥିବାବେଳେ 190080ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 35326ଟି ସକ୍ରିୟ ମାମଲା ରହିଛି । ମୃତ୍ୟୁ ସଂଖ୍ୟା 875କୁ ବୃଦ୍ଧି ପାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.