ETV Bharat / city

ରାଜ୍ୟରେ ବ୍ରେକ ଫେଲ କୋରୋନା: ଆକ୍ରାନ୍ତଙ୍କ ସଂଖ୍ୟା 26 ହଜାର ପାର - 1503 new cases in odisha

ରାଜ୍ୟରେ ଧିରେ ଧିରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଗୋଟିଏ ଦିନରେ 1503 ଆକ୍ରାନ୍ତ ଚିହ୍ନଟ ପରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 26 ହଜାର ପାର କରିଛି । ଅଧିକ ପଢନ୍ତୁ...

ରାଜ୍ୟରେ ବେକାବୁ କୋରୋନା: 26 ହଜାର ପାର ହେଲା ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : Jul 27, 2020, 10:47 AM IST

ଭୁବନେଶ୍ବର: ରାଜ୍ୟରେ ବେକାବୁ କୋରୋନା । ଗୋଟିଏ ଦିନରେ 1503 ଆକ୍ରାନ୍ତ ଚିହ୍ନଟ । ଫଳରେ 26 ହଜାର ପାର ହେଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 1002 ଜଣ କ୍ବାରେଣ୍ଟାଇନ ଓ 501 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେପଟେ ଆଉ 7 ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ମୃତକଙ୍କ ସଂଖ୍ୟା 147କୁ ବୃଦ୍ଧି ପାଇଛି ।

28 ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 491 ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୋଳରୁ ଜଣେ, ବାଲେଶ୍ବରରୁ 19, ବରଗଡରୁ 23, ଭଦ୍ରକରୁ 25, ବଲାଙ୍ଗୀରରୁ 21, ବୌଦ୍ଧରୁ 1, କଟକରୁ 136, ଢେଙ୍କାନାଳରୁ 32, ଗଜପତିରୁ 73, ଜଗତସିଂହପୁରରୁ 6, ଯାଜପୁରରୁ 51, ଝାରସୁଗୁଡାରୁ 10, କଳାହାଣ୍ଡିରୁ 10, କନ୍ଧମାଳରୁ 73, କେନ୍ଦ୍ରାପଡାରୁ 9, କେନ୍ଦୁଝରରୁ 43, ଖୋର୍ଦ୍ଧାରୁ 223, କୋରାପୁଟରୁ 34, ମୟୂରଭଞ୍ଜରୁ 28, ନବରଙ୍ଗପୁରରୁ 2, ନୟାଗଡରୁ 8, ପୁରୀରୁ 4, ରାୟଗଡାରୁ 68, ସମ୍ବଲପୁରରୁ 17, ସୁବର୍ଣ୍ଣପୁରରୁ 4, ସୁନ୍ଦରଗଡରୁ 57 ଜଣ ରହିଛନ୍ତି ।

ସେହିପରି ମୃତକଙ୍କ ମଧ୍ୟରେ ଗଞ୍ଜାମରୁ 3, ଭୁବନେଶ୍ବରରୁ ଜଣେ, ସୁନ୍ଦରଗଡରୁ ଜଣେ, ମାଲକାନଗିରିରୁ ଜଣେ ଓ କଟକରୁ ଜଣେ ରହିଛନ୍ତି ।

ସେପଟେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 26892ରେ ପହଞ୍ଚିଥିବାବେଳେ 16792 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 9919ଟି ସକ୍ରିୟ ମାମଲା ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.