ETV Bharat / city

ରାଜଧାନୀରେ କମୁଛି ସଂକ୍ରମଣ, ବଢୁଛି ସୁସ୍ଥ ହାର - ଭୁବନେଶ୍ବରର କରୋନା ଆକ୍ରାନ୍ତ

ରାଜଧାନୀବାସୀଙ୍କୁ ଆଶ୍ବସ୍ତି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ ରାଜଧାନୀରେ କୋରୋନା ସଂକ୍ରମଣଙ୍କ ସଂଖ୍ୟା କମୁଛି । ଅଧିକ ପଢନ୍ତୁ...

ରାଜଧାନୀ ରେ କମୁଛି ସଂକ୍ରମଣ
ରାଜଧାନୀ ରେ କମୁଛି ସଂକ୍ରମଣ
author img

By

Published : Oct 23, 2020, 5:30 PM IST

ଭୁବନେଶ୍ବର: ରାଜଧାନୀରେ କୋରୋନା ସଂକ୍ରମଣ ସଂଖ୍ୟା କମୁଛି । ତେବେ ଭୁବନେଶ୍ବରରେ 28 ହଜାର ଆକ୍ରାନ୍ତ ପାର ହୋଇଥିବା ବେଳେ ଆଜି(ଶୁକ୍ରବାର) 189 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ରାଜଧାନୀରେ ସୁସ୍ଥ ହୋଇଛନ୍ତି 267।

ଭୁବନେଶ୍ୱରରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 47 ଚିନ୍ହଟ କରାଯାଇଥିବା ବେଳେ ଲୋକାଲ ସଂକ୍ରମଣ 142 ରେ ପହଁଚିଛି । ତେବେ ହୋମ କ୍ଵରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି । ଏପଟେ ଭୁବନେଶ୍ୱରରେ ମୋଟ ମୃତକଙ୍କ ସଂଖ୍ୟା 148 ଛୁଇଁଛି । ହୋମ କ୍ଵରେଣ୍ଟାଇନରୁ ଚିହ୍ନଟ ହୋଇଥିବା 47 ଜଣଙ୍କ ମଧ୍ୟରୁ 2 ଜଣ ସହିଦ ନଗର, 2 ଜଣ ପାତ୍ରପଡା, 3 ଜଣ ଚକେଇସିଆଣି, 3 ଜଣ ଆଇଆରସି ଭିଲେଜ, 4 ଜଣ ଖଣ୍ଡଗିରି, 3 ଜଣ ପଟିଆ, 3 ଜଣ ନୟାପଲ୍ଲୀ, 2 ଜଣ ୟୁନିଟ 6 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ସ୍ଥାନୀୟ ସଂକ୍ରମଣ 142ଜଣଙ୍କ ମଧ୍ୟରୁ 9 ଜଣ ବମିଖାଲ, 6 ଜଣ ବରମୁଣ୍ଡା, 2 ଜଣ ବାପୁଜି ନଗର, 3 ଜଣ ବରଗଡ, 11 ଜଣ ଆଇଆରସି ଭିଲେଜ, 3 ଜଣ ଜଗମରା, 4 ଜଣ ଝାରପଡ଼ା, 9 ଜଣ ଖଣ୍ଡଗିରି, 3 ଜଣ ଲକ୍ଷ୍ମୀ ସାଗର, 4 ଜଣ ଶୈଳେଶ୍ରୀ ବିହାର, 5 ଜଣ ସହିଦ ନଗର, 6 ଜଣ ଓଲଡ଼ ଟାଉନ, 4 ଜଣ ନୀଳାଦ୍ରି ବିହାର, 6 ଜଣ ନୟାପଲ୍ଲୀ, 4 ଜଣ ସତ୍ୟନଗର, 3 ଜଣ ବାଣୀ ବିହାର ଆଦି ଅଞ୍ଚଳରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ 28 ହଜାର 299 ଆକ୍ରାନ୍ତଙ୍କ ମଧ୍ୟରୁ 25 ହଜାର 619 ଜଣ ସୁସ୍ଥ ହୋଇ ଥିବାବେଳେ 2 ହଜାର 511 ସକ୍ରିୟ କେସ୍ ରହିଛି । ସେହିପରି ଭୁବନେଶ୍ବରରୁ କୋରୋନାରେ 148 ଜଣଙ୍କ ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.