ETV Bharat / city

କମୁଛି କୋରୋନା ପ୍ରଭାବ, ଦିନକରେ 778 ଆକ୍ରାନ୍ତ ଚିହ୍ନଟ - ଅନୁଗୁଳ ନ୍ୟୁଜ

ଆଜି ଦିନକରେ 778 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସୁନ୍ଦରଗଡରେ ସର୍ବାଧିକ 64ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 446 ଚିହ୍ନଟ ହୋଇଥିବା ବେଳେ 332 ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।

କମୁଛି କୋରୋନା ପ୍ରଭାବ, ଆଜି ଦିନକରେ 778 ଆକ୍ରାନ୍ତ ଚିହ୍ନଟ

author img

By

Published : Nov 21, 2020, 12:43 PM IST

ଭୁବନେଶ୍ବର: ରାଜ୍ୟରେ ଧୀରେ ଧୀରେ ସଂକ୍ରମଣ କମୁଛି । ଆଜି ଦିନକରେ 778 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସୁନ୍ଦରଗଡରେ ସର୍ବାଧିକ 64ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 446 ଚିହ୍ନଟ ହୋଇଥିବା ବେଳେ 332 ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।

ଆଜି ଅନୁଗୁଳ 68, ବାଲେଶ୍ବରରେ 61, ବରଗଡରେ 30, ଭଦ୍ରକରେ 6, ବଲାଙ୍ଗୀରରେ 29, କଟକରେ 54, ଢେଙ୍କାନାଳରେ 12, ଗଂଜାମରେ 18, ଗଜପତିରେ 2, ଦେଓଗଡ ରେ 3, ଜଗତସିଂହପୁରରେ 40, ଯାଜପୁରରେ 21, ଝରସୁଗୁଡ଼ାରେ 30, କଳାହାଣ୍ଡିରେ13, କନ୍ଧମାଳରେ 4, କେନ୍ଦ୍ରାପଡାରେ 36, କେନ୍ଦୁଝରରେ 53, କୋରାପୁଟରେ 10, ମାଲକାନଗିରିରରେ 4 , ମୟୂରଭଞ୍ଜରେ 58, ନବରଙ୍ଗପୁରରେ 10, ନୟାଗଡରେ 4 , ନୂଆପଡାରେ 5, ପୁରୀରେ 20, ରାୟଗଡାରେ 4, ସମ୍ବଲପୁରରେ 40, ସୋନପୁରରେ 2, , ଷ୍ଟେଟ ପୋଲରେ 13ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 3 ଲକ୍ଷ 13 ହଜାର 323 ଥିବାବେଳେ, ସୁସ୍ଥ ହୋଇଛନ୍ତି 3 ଲକ୍ଷ 3 ହଜାର 897 ଜଣ ଓ ସକ୍ରିୟ ମାମଲା 7 ହଜାର 748 ରହିଛି । ତେବେ ଏବେ ସୁଦ୍ଧା ରାଜ୍ୟରେ ମୋଟ ଟେଷ୍ଟ 5518644 ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.