ETV Bharat / city

କୋରୋନା ସତର୍କତା; ବିଦେଶୀ ପର୍ଯ୍ୟଟକଙ୍କୁ ଉଠାଇନେଲା ବିଏମସି - BMC picked up foreign tourists

foreign tourist
କୋରୋନା ସତର୍କତା; ବିଦେଶୀ ପର୍ଯ୍ୟଟକଙ୍କୁ ଉଠାଇନେଲା ବିଏମସି
author img

By

Published : Mar 19, 2020, 1:15 PM IST

Updated : Mar 19, 2020, 1:39 PM IST

13:05 March 19

କୋରୋନା ସତର୍କତା; ବିଦେଶୀ ପର୍ଯ୍ୟଟକଙ୍କୁ ଉଠାଇନେଲା ବିଏମସି

କୋରୋନା ସତର୍କତା; ବିଦେଶୀ ପର୍ଯ୍ୟଟକଙ୍କୁ ଉଠାଇନେଲା ବିଏମସି

ଭୁବନେଶ୍ବର: ଜଣେ ବିଦେଶୀ ପର୍ଯ୍ୟଟକଙ୍କୁ ଉଠାଇନେଲା ବିଏମସି। ମହାମାରୀ କୋରୋନାକୁ ନେଇ ଭୁବନେଶ୍ବରରେ ବିଏମସି ଓ ବିଡିଏ ପକ୍ଷରୁ ବିଭିନ୍ନ ହୋଟେଲ, ଗେଷ୍ଟ ହାଉସରେ ଚଢାଉ ଜାରି ରହିଛି। ଏହି ସମୟରେ ଖବର ପାଇ ଜଣେ ବିଦେଶୀ ପର୍ଯ୍ୟଟକଙ୍କୁ ଉଠାଇନେଇଛନ୍ତି ବିଏମସି-ବିଡିଏ ପୋଲିସ ସ୍କ୍ବାର୍ଡ ।  

ସୂଚନା ଅନୁଯାୟୀ, ବିଦେଶୀ ଜଣଙ୍କ ଓଡିଶାରେ ଜାନୁଆରୀ 14 ତାରିଖରୁ ଆସି ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲାବୁଲି କରିଥିଲେ। ଆଜି କୌଣସି ହୋଟେଲ ତାଙ୍କୁ ନରଖିବାକୁ ତାଙ୍କୁ ବିଏମସି ସ୍କ୍ବାର୍ଡ ନେଇଯାଇଛନ୍ତି ବୋଲି କହିଛନ୍ତି ବିଏମସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ। ବିଦେଶୀ ଜଣଙ୍କ ଓଡିଶାରୁ କୋଲକାତା ଯିବାର କାର୍ଯ୍ୟକ୍ରମ ରହିଛି । ତେବେ ତାଙ୍କୁ ଏବେ ଯାତ୍ରୀ ନିବାସରେ ରଖାଯିବ ବୋଲି ସୂଚନା ମିଳିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Mar 19, 2020, 1:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.