ETV Bharat / city

‘ଠିକ ସମୟରେ ହେବ ସମବାୟ ନିର୍ବାଚନ’

author img

By

Published : Nov 3, 2021, 10:51 PM IST

ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସୂଚନା, ରାଜ୍ୟରେ ସମବାୟ ନିର୍ବାଚନ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରାଜ୍ୟ ସରକାର । ସଠିକ ସମୟରେ ହେବ ନିର୍ବାଚନ । ଅଧିକ ପଢନ୍ତୁ...

‘ଠିକ ସମୟରେ ହେବ ସମବାୟ ନିର୍ବାଚନ’
‘ଠିକ ସମୟରେ ହେବ ସମବାୟ ନିର୍ବାଚନ’

ଭୁବନେଶ୍ବର: ସମବାୟ ନିର୍ବାଚନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଠିକ ସମୟରେ ନିର୍ବାଚନ ହେବ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

‘ଠିକ ସମୟରେ ହେବ ସମବାୟ ନିର୍ବାଚନ’

ମନ୍ତ୍ରୀ କହିଛନ୍ତି ଯେ, ବର୍ଷେ ପୂର୍ବରୁ ସମବାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ରାଜ୍ୟରେ ସମବାୟ ନିର୍ବାଚନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସମବାୟ ନିର୍ବାଚନ କମିଶନ ମଧ୍ୟ ସେ ପ୍ରସ୍ତୁତି ଚଳାଇଛନ୍ତି । କୋଭିଡ ଭିତରେ ସମବାୟ କାର୍ଯ୍ୟକାଳ ସରିଛି । ହାଇକୋର୍ଟ କେବଳ ସୁନ୍ଦରଗଡ଼ ସମବାୟ ନିର୍ବାଚନ ନେଇ ନିର୍ଦ୍ଦେଶ ଦେଇଛନ୍ତି । ଆମ ପାଖକୁ କୋର୍ଟ ଆର୍ଡର କପି ଆସିନାହିଁ । ଠିକ ସମୟରେ ନିର୍ବାଚନ କରିବାକୁ ରାଜ୍ୟ ସରକାର ଆଗଭର ଅଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.