ETV Bharat / city

ମହାତ୍ମା ଗାନ୍ଧୀଙ୍କ ତିରୋଧାନ ତିଥିରେ କଂଗ୍ରେସ କାର୍ଯ୍ୟାଳୟରେ ସର୍ବଧର୍ମ ସଭା - କଂଗ୍ରେସ ଭବନ

କଂଗ୍ରେସ ଭବନରେ ଗାନ୍ଧିଜୀଙ୍କ ତିରୋଧାନ ତିଥିରେ ଏକତା ସମ୍ମିଳନୀ ଓ ସର୍ବଧର୍ମ ପ୍ରାଥନା ସଭା। ଦେଶରେ ଅହିଂସାର ପ୍ରତୀକ ମହାତ୍ମା ଗାନ୍ଧିଙ୍କ ଵିଚାରଧାରା କିପରି ବଳବତ୍ତର ରହିବ ସେ ନେଇ ସଂକଳ୍ପ ନେଲେ କଂଗ୍ରେସ ନେତା। ଅଧିକ ପଢନ୍ତୁ...

state-congress-office
state-congress-office
author img

By

Published : Jan 30, 2020, 5:40 PM IST

Updated : Jan 30, 2020, 8:29 PM IST

ଭୁବନେଶ୍ବର: ଅହିଂସାର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ତିଥିରେ ସର୍ବଧର୍ମ ସଭା। କଂଗ୍ରେସ ଭବନରେ ଗାନ୍ଧିଜୀଙ୍କ ତିରୋଧାନ ତିଥିରେ ଏକତା ସମ୍ମିଳନୀ ଓ ସର୍ବଧର୍ମ ପ୍ରାଥନା ସଭା। ଦେଶରେ ଅହିଂସାର ପ୍ରତୀକ ମହାତ୍ମା ଗାନ୍ଧିଙ୍କ ଵିଚାରଧାରା କିପରି ବଳବତ୍ତର ରହିବ ସେ ନେଇ ସଂକଳ୍ପ ନେଇଛନ୍ତି କଂଗ୍ରେସ ନେତା। ଗାନ୍ଧିଜୀଙ୍କ ପୁଣ୍ୟ ତିରୋଧାନ ତିଥିରେ କଂଗ୍ରେସ ଭବନରେ ଏକ ହେଲେ କଂଗ୍ରେସ ନେତା, କର୍ମୀ ଓ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା।

ମହାତ୍ମା ଗାନ୍ଧୀଙ୍କ ତିରୋଧାନ ତିଥିରେ କଂଗ୍ରେସ କାର୍ଯ୍ୟାଳୟରେ ସର୍ବଧର୍ମ ସଭା

ଦେଶରେ ଏକତା, ସଂହତି ଏବଂ ସ୍ବାଧୀନତା ଅକ୍ଷୁର୍ଣ୍ଣ ରହିବ, ଅହିଂସା ମନ୍ତ୍ରରେ ଦେଶବାସୀ ଉଦ୍ଧବୃଦ୍ଧ ହେବେ ସେ ନେଇ କଂଗ୍ରେସ କାର୍ଯ୍ୟ କରିବ। ଗାନ୍ଧିଜୀଙ୍କ ବିଚାରଧାରା ଉପରେ ଆଜି ବିଜେପି ଏବଂ ସଂଘ ପରିବାର ଯେଭଳି କ୍ରମାଗତ ଭାବେ ଆକ୍ରମଣ କରୁଛନ୍ତି ତା ବିରୋଧରେ ସ୍ବର ଉତ୍ତୋଳନ କରିବ କଂଗ୍ରେସ।

ଗାନ୍ଧିଜୀଙ୍କ ବିଷୟରେ ଅପପ୍ରଚାର କରୁଛନ୍ତି ସେ ନେଇ ଜନମତ ଜାଗ୍ରତ କରେଇବା ଲକ୍ଷ୍ୟରେ ଆଜି ବିଶେଷ ଆଲୋଚନା ହୋଇଛି। ଗାନ୍ଧୀଙ୍କ ଆଦର୍ଶକୁ ଯେଭଳି ଦେଶରେ ଶେଷ କରିବାକୁ ହୀନ ଉଦ୍ୟମ ଆରମ୍ଭ ହୋଇଛି ତାକୁ କଡା ଜବାବ ଦିଆଯିବ ବୋଲି କହିଛନ୍ତି କଂଗ୍ରେସ ନେତା। ସେହିପରି ତାଙ୍କ ପ୍ରତି ସମ୍ମାନ ପଦର୍ଶନ କରିବା, ଗାନ୍ଧିଜୀଙ୍କ ଚିନ୍ତାଧାରା କିଭଳି ଦେଶରେ ବଳବତ୍ତର ରହିବ ସେ ନେଇ ପ୍ରତ୍ୟେକ କଂଗ୍ରେସ କର୍ମୀ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ , ଇଟିଭି ଭାରତ

Intro:ଅହିଂସାର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ତିଥିରେ ସର୍ବଧର୍ମ ସଭା।

Body:କଂଗ୍ରେସ ଭବନରେ ଗାନ୍ଧିଜୀଙ୍କ ତିରୋଧାନ ତିଥିରେ ଏକତା ସମ୍ମିଳନୀ ଓ ସର୍ବଧର୍ମ ପ୍ରାଥନା ସଭା।

ଦେଶରେ ଅହିଂସାର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ଵିଚାରଧାରା ବଳବତ୍ତର ରହିବ ସେ ନେଇ ସଂକଳ୍ପ ନେଲା କଂଗ୍ରେସ।ଗାନ୍ଧିଜୀଙ୍କ ପୁଣ୍ୟ ତିରୋଧାନ ତିଥିରେ କଂଗ୍ରେସ ଭବନରେ ଏକ ହେଲେ କଂଗ୍ରେସ ନେତା ,କର୍ମୀ,ବିଭିନ୍ନ ସଙ୍ଗଠନ ର କର୍ମକର୍ତ୍ତା।

ଦେଶରେ ଏକତା ,ସଂହତି ଏବଂ ସ୍ୱାଧୀନତା ଅକ୍ଷୁର୍ଣ୍ଣ ରହିବ ,ଅହିଂସା ମନ୍ତ୍ରରେ ଦେଶବାସୀ ଉଦ୍ଧବୃଦ୍ଧ ହେବେ ସେ ନେଇ କଂଗ୍ରେସ କାର୍ଯ୍ୟ କରିବ।ଗାନ୍ଧିଜୀଙ୍କ ବିଚାରଧାରା ଉପରେ ଆଜି ବିଜେପି ଏବଂ ସଂଘ ପରିବାର ଯେଭଳି କ୍ରମାଗତ ଭାବେ ଆକ୍ରମଣ କରୁଛନ୍ତି ତା ବିରୋଧରେ ସ୍ୱର ଉତ୍ତୋଳନ କରିବା।ଗାନ୍ଧିଜୀଙ୍କ ବିଷୟରେ ଅପପ୍ରଚାର କରୁଛନ୍ତି ସେ ନେଇ ଜନମତ ଜାଗ୍ରତ କରେଇବା ଲକ୍ଷରେ ଆଜି ବିଶେଷ ଆଲୋଚନା ହୋଇଛି।ଗାନ୍ଧୀଙ୍କ ଆଦର୍ଶ କୁ ଯେଭଳି ଦେଶରେ ଖତମ କରିବାକୁ ହୀନ ଉଦ୍ୟମ ଆରମ୍ଭ ହୋଇଛି ତାକୁ କଡା ଜବାବ ଦିଆଯିବ। ଗାନ୍ଧିଜୀଙ୍କ ପ୍ରତି ସମ୍ମାନ ପଦର୍ଶନ କରିବା, ଗାନ୍ଧିଜୀଙ୍କ ଚିନ୍ତାଧାରା କିଭଳି ଦେଶରେ ବଳବତ୍ତର ରହିବ ସେ ନେଇ ପ୍ରତ୍ୟକ କଂଗ୍ରେସ କର୍ମୀ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି।

Conclusion:
Last Updated : Jan 30, 2020, 8:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.