ETV Bharat / city

ବିଧାନସଭାରେ ଅସୁସ୍ଥ ହେଲେ ତାରା, ଡାକ୍ତର ଡକାଇଲେ ବାଚସ୍ପତି

author img

By

Published : Sep 4, 2021, 4:48 PM IST

Updated : Sep 4, 2021, 5:33 PM IST

ବିଧାନସଭାରେ ଅସୁସ୍ଥ ହେଲେ ତାରା, ଡାକ୍ତର ଡକାଇଲେ ବାଚସ୍ପତି
ବିଧାନସଭାରେ ଅସୁସ୍ଥ ହେଲେ ତାରା, ଡାକ୍ତର ଡକାଇଲେ ବାଚସ୍ପତି

16:45 September 04

ଭୁବନେଶ୍ବର: ଗୃହରେ ପ୍ରତିବାଦ ସମୟରେ ଅସୁସ୍ଥ ହେଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।  ବିଧାନସଭାରେ ବାଚସ୍ପତିଙ୍କ ପୋଡିୟମ ତଳେ ପ୍ରତିବାଦ କଲା ବେଳେ ଅସୁସ୍ଥ ହୋଇପଡିଲେ ତାରା । ଚେୟାର ଉପରେ ଚଢି ପ୍ରତିବାଦ କଲା ବେଳେ ହଠାତ ଅସୁସ୍ଥ ହୋଇପଡିଲେ । 

ଏହି ସମୟରେ ହଠାତ୍ ଅସୁସ୍ଥ ହୋଇପଡିଲେ । ପାଖରେ ଉପସ୍ଥିତ ସହଯୋଗୀ ବିଧାୟକ ତାରାଙ୍କୁ ପାଣି ପିଇବାକୁ ଦେଇଥିଲେ ।  

ତାରାଙ୍କ ଅସୁସ୍ଥତା ପରେ 10 ମିନିଟ୍ ପାଇଁ ଗୃହ ମୁଲତବୀ ହୋଇଥିଲା । ବାଚସ୍ପତି ତାରାଙ୍କ ଚିକିତ୍ସା ପାଇଁ କହିଛନ୍ତି । ଚିକିତ୍ସା ନିମନ୍ତେ ତାରାଙ୍କୁ ମେଡିକାଲ ନିଆଯାଇଛି । 

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଓ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

Last Updated : Sep 4, 2021, 5:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.