ETV Bharat / city

ନିର୍ବାଚନ ଆୟୋଗଙ୍କୁ ଭେଟିଲା କଂଗ୍ରେସ: ଅବାଧ ଓ ମୁକ୍ତ ମତଦାନ ପାଇଁ ଦାବି

author img

By

Published : Feb 19, 2022, 9:03 PM IST

ତୃତୀୟ ପର୍ଯ୍ୟାୟ ସହ ଆଗାମୀ ପର୍ଯ୍ୟାୟ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବାକୁ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଛି କଂଗ୍ରେସ। ଅପରାଧୀଙ୍କୁ ଶାସକ ଦଳ ନିର୍ବାଚନ ପ୍ରଚାରରେ ବ୍ୟବହାର କରୁଛି ବୋଲି କହିଛି କଂଗ୍ରେସ । ଅଧିକ ପଢନ୍ତୁ

ନିର୍ବାଚନ ଆୟୋଗଙ୍କୁ ଭେଟିଲା କଂଗ୍ରେସ: ଅବାଧ ଓ ମୁକ୍ତ ମତଦାନ ପାଇଁ ଦାବି
ନିର୍ବାଚନ ଆୟୋଗଙ୍କୁ ଭେଟିଲା କଂଗ୍ରେସ: ଅବାଧ ଓ ମୁକ୍ତ ମତଦାନ ପାଇଁ ଦାବି

ଭୁବନେଶ୍ବର : ତୃତୀୟ ପର୍ଯ୍ୟାୟ ସହ ଆଗାମୀ ପର୍ଯ୍ୟାୟ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବାକୁ କଂଗ୍ରେସ ଦାବି କରିଛି । ଏନେଇ ରାଜ୍ୟରେ ସ୍ଵଚ୍ଛ ଓ ଅବାଧ ନିର୍ବାଚନ କରିବାକୁ ନେଇ ନିର୍ବାଚନ କମିଶନଙ୍କୁ ଭେଟିଛି କଂଗ୍ରେସର ଏକ ପ୍ରତିନିଧି ଦଳ । ଅପରାଧୀଙ୍କୁ ଶାସକ ଦଳ ନିର୍ବାଚନ ପ୍ରଚାରରେ ବ୍ୟବହାର କରୁଛି।

ଏହାବି ପଢନ୍ତୁ : Code of Conduct Violation: ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେପି ଟିମ

ଗଞ୍ଜାମ ଜିଲ୍ଲାରେ ସାନଖେମୁଣ୍ତି ନିର୍ବାଚନ ମଣ୍ତଳୀର ଧରାକୋଟ ବ୍ଲକରେ ୧୬ ତାରିଖ ଦିନ ଏକ ଗାଡିକୁ ପୋଡି ଦିଆଯାଇଥିଲା । ଏ ଗାଡି ପୋଡିବା ଘଟଣାରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ସମ୍ପୃକ୍ତି ଥିବା କହିଛି କଂଗ୍ରେସ । ତାଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ଗ୍ରହଣ କଲେ । ଆସନ୍ତାକାଲି ହେବାକୁ ଥିବା ନିର୍ବାଚନରେ ବିଶୃଙ୍ଖଳା ଦେଖାଦେବ। ସେହିପରି ସମ୍ବେଦନଶୀଳ ବୁଥ ଗୁଡିକ ଉପରେ ନିର୍ବାଚନ କମିଶନ ନଜର ରଖିବାକୁ କଂଗ୍ରେସ ଦାବି କରିଛି।

ଭୁବନେଶ୍ବରରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.