ETV Bharat / city

ନଭେମ୍ବର ୧୨ରେ କଂଗ୍ରେସର ଓଡିଶା ବନ୍ଦ ଡାକରା

ନଭେମ୍ବର ୧୨ରେ ବନ୍ଦ ହେବ ଓଡିଶା । ରାଜ୍ୟରେ ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ତଥା ମମିତା ମେହେର ମୃତ୍ୟୁ ଘଟଣାରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ନିନ୍ଦା କରି ଏପରି ନିଷ୍ପତ୍ତି ନେଇଛି କଂଗ୍ରେସ । ଅଧିକ ପଢନ୍ତୁ...

ନଭେମ୍ବର ୧୨ରେ କଂଗ୍ରେସର ଓଡିଶା ବନ୍ଦ ଡାକରା
ନଭେମ୍ବର ୧୨ରେ କଂଗ୍ରେସର ଓଡିଶା ବନ୍ଦ ଡାକରା
author img

By

Published : Nov 2, 2021, 7:45 AM IST

ଭୁବନେଶ୍ବର: ନଭେମ୍ବର ୧୨ରେ ବନ୍ଦ ହେବ ଓଡିଶା । ରାଜ୍ୟରେ ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ତଥା ମମିତା ମେହେର ମୃତ୍ୟୁ ଘଟଣାରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ନିନ୍ଦା କରି ଏପରି ନିଷ୍ପତ୍ତି ନେଇଛି କଂଗ୍ରେସ ।

ନଭେମ୍ବର ୧୨ରେ କଂଗ୍ରେସର ଓଡିଶା ବନ୍ଦ ଡାକରା

ତେବେ ମମିତା ମେହେର ହତ୍ୟା ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥାଇ ମଧ୍ୟ ରାଜ୍ୟ ସରକାର ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ନ କରିବା ଅତ୍ୟନ୍ତ ଦୁଃଖଦ ବିଷୟ । ତେଣୁ ଏହାର ତୀବ୍ର ପ୍ରତିବାଦ କରି ଆଗାମୀ ୧୦ ଦିନ ଭିତରେ ଯଦି ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀ ମଣ୍ଡଳରୁ କ୍ୟାପଟେନ ଦିବ୍ୟଶଙ୍କରଙ୍କୁ ବିଦା ନକରନ୍ତି ତେବେ ଆଗାମୀ 12 ତାରିଖରେ ଓଡିଶା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ । ଏନେଇ ସୋମବାର ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସୂଚନା ଦେଇଛନ୍ତି ପିସିସି ମିଡ଼ିଆ କମିଟି ଅଧ୍ୟକ୍ଷ ଗଣେଶ୍ବର ବେହେରା।

ଭୁବନେଶ୍ବରର ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.