ETV Bharat / city

ନିର୍ବାଚନ ପାଇଁ ସବୁ ଘୋଷଣା: କଂଗ୍ରେସ ବିଧାୟକ

ରାଜ୍ୟ ଓ କେନ୍ଦ୍ର ସରକାର ଭୋଟ ପାଇଁ ରାଜନୀତି କରୁଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସାରା ଭାରତବର୍ଷରେ BPL କାର୍ଡଧାରୀଙ୍କୁ କୋଭିଡ ସହାୟତା ହଜାରେ ଟଙ୍କା ଘୋଷଣା କରିଛନ୍ତି । ସେହି ଯୋଜନାକୁ ଆଉ ଚାରି ମାସ କେନ୍ଦ୍ର ସରକାର ସଂପ୍ରସାରିତ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Dec 23, 2021, 7:29 AM IST

କଂଗ୍ରେସ ବିଧାୟକ
କଂଗ୍ରେସ ବିଧାୟକ

ଭୁବନେଶ୍ବର: ରାଜ୍ୟ ଓ କେନ୍ଦ୍ର ସରକାର ଭୋଟ ପାଇଁ ରାଜନୀତି କରୁଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସାରା ଭାରତବର୍ଷରେ ବିପିଏଲ କାର୍ଡଧାରୀଙ୍କୁ କୋଭିଡ ସହାୟତା ହଜାରେ ଟଙ୍କା ଘୋଷଣା କରିଛନ୍ତି । ସେହି ଯୋଜନାକୁ ଆଉ ଚାରି ମାସ କେନ୍ଦ୍ର ସରକାର ସଂପ୍ରସାରିତ କରିଛନ୍ତି । ସମ୍ପୂର୍ଣ୍ଣ ଅର୍ଥ କେନ୍ଦ୍ର ସରକାରଙ୍କ ଏହି ଅର୍ଥ ମଧ୍ୟ ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚୁଛି । ନିର୍ବାଚନ ଘୋଷଣା ହେବା ଆଗରୁ ଟଙ୍କା ଘୋଷଣା ଜଣାପଡୁଛି ନିର୍ବାଚନୀ ଘୋଷଣା ଟଙ୍କା ମିଳିବ ନା ନାହିଁ ସନ୍ଦେହ । ଏଭଳି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ।

ନିର୍ବାଚନ ପାଇଁ ସବୁ ଘୋଷଣା: କଂଗ୍ରେସ ବିଧାୟକ

କାହାର ଘର ମରାମତି ଆବଶ୍ୟକତା ରହିଛି ତାର ତାଲିକା ଦଳୀୟ ଭିତ୍ତିରେ ହେବ। ରାଜ୍ୟ ସରକାର ୟୁସି ଦେଇନାହାନ୍ତି। ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି ଉଭୟ ମୋଦି ଓ ନବୀନ ସରକାର ଘୋଷଣା କରୁଛନ୍ତି । କୋଭିଡରେ ଲୋକଙ୍କ ଅଣ୍ଟା ସଳଖ ହୋଇନାହିଁ । ଦରବୄଦ୍ଧି ଯୋଗୁଁ ଜୀବନ ଦୁର୍ବିସହ ହୋଇପଡିଛି । ପରୋକ୍ଷରେ ଭୋଟ କିଣିବା ପାଇଁ ସବୁ ଯୋଜନା ଚାଲିଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.