ETV Bharat / city

Election Violence: ରାଜଧାନୀରେ ରାଜନୈତିକ ହିଂସା, କମିଶନରେଟ ପୋଲିସର ଫ୍ଲାଗ୍ ମାର୍ଚ୍ଚ

ରାଜଧାନୀରେ ରାଜନୈତିକ ହିଂସା । ଲୋକଙ୍କ ଭିତରୁ ଭୟ ଦୂରେଇବା ପାଇଁ କମିଶନରେଟ୍ ପୋଲିସ କଲା ଫ୍ଲାଗ ମାର୍ଚ୍ଚ । ଲକ୍ଷ୍ମୀସାଗରରେ ଛାଉଣି ହୋଇଗଲେ ପୋଲିସ । ଅଧିକ ପଢନ୍ତୁ

Election Violence: ରାଜଧାନୀରେରେ ରାଜନୈତିକ ହିଂସା, ଫ୍ଲାଗ ମାର୍ଚ୍ଚ କଲା କମିଶନରେଟ ପୋଲିସ

author img

By

Published : Mar 12, 2022, 10:47 PM IST

ଭୁବନେଶ୍ବର : ରାଜଧାନୀରେ ରାଜନୈତିକ ହିଂସା । ଲୋକଙ୍କ ଭିତରୁ ଭୟ ଦୂରେଇବା ପାଇଁ କମିଶନରେଟ୍ ପୋଲିସ କଲା ଫ୍ଲାଗ ମାର୍ଚ୍ଚ। ଲକ୍ଷ୍ମୀସାଗରରେ ଛାଉଣି ହୋଇଗଲେ ପୋଲିସ । କାଉଣ୍ଟର ଟେରୋରିଷ୍ଟ ସ୍କ୍ବାଡ, ଷ୍ଟ୍ରାଇକି ଫୋର୍ସ ସହ ପୋଲିସ କରିଛି ଫ୍ଲାଗ ମାର୍ଚ୍ଚ । ବୁଲି ବୁଲି ରାଜନୈତିକ ହିଂସା ନ କରାଇବାକୁ ପୋଲିସ ଏଭଳି ପଦକ୍ଷେପ ନେଇଛି । ଏନେଇ ଗତ ୧୧ତାରିଖ ରାତିରେ ୩୨ ଓ ୩୩ ନମ୍ବର ଓ୍ବାର୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ‌ ହୋଇଥିଲା ରାଜନୈତିକ ହିଂସା । ଘଟଣାକୁ ୨୪ ଘଣ୍ଟା ପୁରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗିରଫ ହୋଇନି ଅଭିଯୁକ୍ତ ।

Election Violence: ରାଜଧାନୀରେରେ ରାଜନୈତିକ ହିଂସା, ଫ୍ଲାଗ ମାର୍ଚ୍ଚ କଲା କମିଶନରେଟ ପୋଲିସ

ଏହାବି ପଢନ୍ତୁ : Banapur Violence: ଧର୍ମେନ୍ଦ୍ରଙ୍କ କଡା ନିନ୍ଦା, ଦାବି କଲେ କାର୍ଯ୍ୟାନୁଷ୍ଠାନ

କାରଣ ଏହି ରାଜନୈତିକ ହିଂସାରେ ଉଭୟ ଗୋଷ୍ଠୀର କୁଜି ନେତା ଥିଲେ ସକ୍ରିୟ । ଯେହେତୁ ପୋଲିସ ପାଖରେ ଗଣ୍ଡଗୋଳ ପାଇଁ ଅଭିଯୋଗକାରୀ ପକ୍ଷରୁ ଗୋଟିଏ ଏଫଆଇଆର ଓ ପରବର୍ତ୍ତୀ ପର୍ଯ୍ୟାୟରେ ଦୁଇ ରାଜନୈତିକ ଦଳ ଗୋଷ୍ଠୀ ପକ୍ଷରୁ ଦୁଇଟି ଏଫଆଇଆର ମୋଟ ଏଫଆଇଆର କାଉଣ୍ଟର ଏଫଆଇଆରକୁ ମିଶାଇ ୩ଟି ଅଭିଯୋଗ ରହିଛି । ରାଜନୈତିକ ହିଂସାରେ ସାମିଲ ଥିବା ବ୍ୟକ୍ତିକୁ ପୋଲିସ ଗିରଫ କରେ। ତେବେ ରାଜନୈତିକ ପାଣିପାଗ ବିଗିଡ଼ିବ । ଆଗକୁ ନିର୍ବାଚନ ଥିବାରୁ ପୋଲିସ ଏନେଇ କଣ ପଦକ୍ଷେପ ନେବ ସେନେଇ ଚାପରେ ରହିଛି । ଘଟଣା ପରଠୁ ଏଯାବତ କଣ କାର୍ଯାନୁଷ୍ଠାନ ନିଆଯାଇଛି ପ୍ରଶ୍ନରେ ପୋଲିସ କମିଶନର କହିଛନ୍ତି ଡିସିପି ତଦନ୍ତ କରୁଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.