ETV Bharat / city

ଦସ୍ତଖତ ଖୋଲିବ ଆକାଶଙ୍କ ଦସ୍ତାବିଜ, ରିମାଣ୍ଡରେ ନେବ କମିସନରେଟ ପୋଲିସ

author img

By

Published : Dec 8, 2020, 5:45 PM IST

ପୁଣି ବଢିଲା ଆକାଶ ପାଠକଙ୍କ ପାଇଁ ଅଡୁଆ । ଦସ୍ତଖତ ଖୋଲିବ ଆକାଶଙ୍କ ଦସ୍ତାବିଜ । ରିମାଣ୍ଡରେ ନେବ କମିସନରେଟ ପୋଲିସ । ଅଧିକ ପଢନ୍ତୁ...

Commissionerate of Police will remand Akash in custody
ଦସ୍ତଖତ ଖୋଲିବ ଆକାଶଙ୍କ ଦସ୍ତାବିଜ,ରିମାଣ୍ଡରେ ନେବ କମିସନରେଟ ପୋଲିସ

ଭୁବନେଶ୍ବର : ଦସ୍ତଖତ ଖୋଲିବ ଆକାଶଙ୍କ ଦସ୍ତାବିଜ,ରିମାଣ୍ଡରେ ନେବ କମିସନରେଟ ପୋଲିସ । ସତ କହିବ ଆକାଶଙ୍କ ଦସ୍ତଖତ। ଟାଟାରେ ଚାକିରି କରିଥିଲେ କି ନାହିଁ ଜୁନିୟର ପାଠକ। ଯାହାର ଦସ୍ତାବିଜ ଖୋଜିବାକୁ ଆକାଶଙ୍କୁ ରିମାଣ୍ଡରେ ନେବ କମିସନରେଟ ପୋଲିସ। ରିମାଣ୍ଡରେ ନେବା ପରେ ଆକାଶଙ୍କ ଦସ୍ତଖତ ନିଆଯିବ। ପରେ ଏହାକୁ ହ୍ୟାଣ୍ଡରାଇଟ ବ୍ୟୁରୋକୁ ପଠାଯିବ। ଯେଉଁଠି ସ୍ପଷ୍ଟ ହେବ ଆକାଶ ପ୍ରକୃତରେ ଟାଟାରେ କରୁଥିଲ କି ନାହିଁ ବୋଲି ପୋଲିସ କମିସନର କହିଛନ୍ତି।

ପ୍ରଥମ ତଦନ୍ତ ପକ୍ରିୟାରେ ଟାଟାକୁ ଚିଠି ଲେଖିଥିଲୁ। ସେମାନେ ରିପ୍ଲାଏ ଦେଇଥିଲେ ଯେ ଏଭଳି କୌଣସି ବ୍ୟକ୍ତି କାମ କରୁନାହାନ୍ତି। ଆକାଶକୁ ରିମାଣ୍ଡରେ ନେବ କମିସନରେଟ ପୋଲିସ।ଆଣିବା ପରେ ତାଙ୍କ ଦସ୍ତଖତ ନିଆଯିବ ତାକୁ ହ୍ୟାଣ୍ଡରାଇଟ ବ୍ୟୁରୋକୁ ପଠାଯିବ।ତଥ୍ୟ କାଢ଼ିବାକୁ ପଦକ୍ଷେପ ନିଆଯିବ । ତେବେ, ଖାରବେଳ ନଗର ଥାନାରେ ଆକାଶଙ୍କ ନାଁରେ 65 ଲକ୍ଷ ଠକେଇ ଅଭିଯୋଗକୁ ଆଧାର କରି ତଦନ୍ତ କରୁଛି କମିଶନରେଟ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.