ETV Bharat / city

ଜାଲ ନମ୍ବର ପ୍ଲେଟରେ ଜାଲି ଗାଡି, ରାଜଧାନୀରୁ ୧୩ ଗାଡି ଜବତ

ରାଜଧାନୀରେ ଟାଟା ଏସିଇ ଗାଡି ଚୋରଗ୍ୟାଙ୍ଗର ଫର୍ଦ୍ଦାଫାଶ । କମିଶନରେଟ ପୋଲିସ 13ଟି ଗାଡି ଜବତ କରି ତଦନ୍ତ ଆରମ୍ଭ କରିଛି ।

author img

By

Published : Oct 25, 2019, 8:19 PM IST

ଜାଲ ନମ୍ବର ପ୍ଲେଟରେ ଜାଲି ଗାଡି

ଭୁବନେଶ୍ବର: ଜାଲ ନମ୍ବର ପ୍ଲେଟ, ଜାଲ କମର୍ସିଆଲ ଗାଡି । ରାଜଧାନୀରୁ ଏମିତି ଗଡୁଥିବା 13ଟି ଗାଡିକୁ ଧରିଛି ଟ୍ରାଫିକ ପୋଲିସ । ଯେଉଁ ଗାଡି ଗୁଡିକର ଥିଲା ସମାନ ନମ୍ବର ଓ ପଞ୍ଜିକରଣ ନମ୍ବର ।

ଜାଲ ନମ୍ବର ପ୍ଲେଟରେ ଜାଲି ଗାଡି

ଟ୍ରାଫିକ ଡିସିପିଙ୍କ ନେତୃତ୍ବରେ ଏକ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ଜବତ କରିଛନ୍ତି ୧୩ଟି ଟାଟା ଏସି ଗାଡି । ନମ୍ବର ପ୍ଲେଟ ଗୁଡିକ ହେଉଛି (OR02BL7699)(OD02C2599)(OD02U1299) । ସମସ୍ତ ଗାଡିକୁ ଥାନାକୁ ଆଣିଛି ପୋଲିସ ।

ତେବେ ଏସବୁ ଗାଡିରେ କି କାରବାର ହେଉଥିଲା ? ଗାଡି ଡାଲାରେ ପାଲ ଘୋଡାଯାଇଥିବା ବେଳେ ଚୋରାଚାଲାଣ କାରବାର ହେଉଥିଲା କି ? ନମ୍ବର ପ୍ଲେଟ ବଦଳାଇ ଗୋଚାଲାଣ ଭଳି କଳା କାରବାରରେ ନିୟୋଜିତ ହେଉଥିଲା କି ? ସିସିଟିଭି ଫୁଟେଜ ଓ ସୋର୍ସ ଇନପୁଟକୁ ନେଇ ଧୋକାଧାଡିର ତଦନ୍ତ ଚଳାଇଛି ପୋଲିସ । ଏନେଇ ଗାଡିର ଡ୍ରାଇଭର ଓ କର୍ମକର୍ତ୍ତାଙ୍କୁ ପଚରାଉଚୁରା କରୁଛି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଜାଲ ନମ୍ବର ପ୍ଲେଟ ରେ ଜାଲି ଗାଡି,
ରାଜଧାନୀରୁ ଜବତ ହେଲା ୧୩ ଗାଡିBody:ଜାଲ ନମ୍ବର ପ୍ଲେଟ ,ଜାଲ କମର୍ସିଆଲ ଗାଡି।
ରାଜଧାନୀରୁ ଏମିତି ଗଡୁଥିଲା କମର୍ସିଆଲ ଗାଡି।ସୁରାକ ପାଇ ଟ୍ରାଫିକ ପୋଲିସର ଚଢାଉ ବେଳେ ଧରାପଡିଛି ୧୩ଟି ଗାଡି।ଯେଉଁଥିରେ ରହିଛି ଗୋଟିଏ ରେଜିଷ୍ଟେରସନ ନମ୍ବର ର ଦୁଇଟି ନମ୍ବର ପ୍ଲେଟ ବ୍ଯବହାର ହୋଇଥିବା ପୃଥକ ପୃଥକ ଗାଡି। କେବଳ ଗୋଟିଏ ନୁହେଁ ଏହିପରି ୬ଟି କମର୍ସିଆଲ ଗାଡି ।ତେବେ ଭେରିଫିକେସନ ପରେ ଗୋଟିଏ ମାଲିକର ଏହିପରି ୧୩ଟି ଗାଡିକୁ ଜବତ କରିଛି ଟ୍ରାଫିକ ପୋଲିସ।
ବାଇଟ-ସାଗରିକା ନାଥ ଡିସିପି ଟ୍ରାଫିକ।
ତେବେ ଏସବୁ ଗାଡିରେ କି କାରବାର ହେଉଥିଲା।
ଗାଡି ଡାଲାରେ ପାଲ ଘୋଡାଯାଇଥିବା ବେଳେ ଚୋରାଚାଲାଣ କାରବାର ହେଉଥିଲା କି।ନମ୍ବର ପ୍ଲେଟ ବଦଳାଇ ଗୋ ଚାଲାଣ ଭଳି କଳାକାରବାରରେ ନିୟୋଜିତ ହେଉଥିଲା କି। ସିସିଟିଭି ଫୁଟେଜ ଓ ସୋର୍ସ ଇନପୁଟକୁ ନେଇ ଧୋକାଧାଡିର ତଦନ୍ତ ଚଳାଇଛି ପୋଲିସ।ଏନେଇ ଗାଡିର ଡ୍ରାଇଭର ଓ କର୍ମକର୍ତାଙ୍କୁ ପଚରାଉଚୁରା କରୁଛି ପୋଲିସ।
ପିଟିସି

ଅସଲି ଗାଡି ନକଲି ନମ୍ବର।ଦୁଇଟି ଗାଡିର ଗୋଟିଏ ନମ୍ବର।ଏମିତି ଢଙ୍ଗରେ ବୁଲୁଥିଲା ଅନେକ ଗାଡି ।ଯାହାର ସୁରାକ ପାଇଁ ଜବତ ହୋଇଛି ୧୩ଟି କମର୍ସିଆଲ ଗାଡି।ଟ୍ରାଫିକ ଡିସିପିଙ୍କ ନେତୃତ୍ବରେ ଏକ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ଜବତ କରିଛନ୍ତି ୧୩ଟି ଟାଟା ଏସ ,ମହିନ୍ଦ୍ରା
ପିକପ ଭଳି ୧୩ଟି ଗାଡି।ଯେଉଥିରୁ ୩ଟି ନମ୍ବର ସମାନ (OR02BL7699)(OD02C2599)(OD02U1299)ନମ୍ବର ପ୍ଲେଟର ୬ଟି ଗାଡି ଜବତ ହୋଇଛି।ବାକି ଗାଡି ସହ ସମସ୍ତ ୧୩ ଗାଡିକୁ ଥାନାକୁ ଅଣାଯାଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.