ETV Bharat / city

WEATHER UPDATE: ୪୮ ଘଣ୍ଟା ପରେ ଖସିବ ପାରଦ - ବଢିବ ଶୀତ

ରାଜ୍ୟରେ ପୁଣି ବଢିବ ଶୀତ । ୪୮ ଘଣ୍ଟା ପରେ ଖସିବ ପାରଦ । ରାଜ୍ୟରେ ଏବେ ବିଭିନ୍ନ ଅଞ୍ଚଳରେ ପ୍ରାୟତଃ କୋହଲା ଓ ଆଂଶିକ ଖରାଟିଆ ପାଗ ଜାରି ରହିଛି । ଅଧିକ ପଢନ୍ତୁ

WEATHER UPDATE: ୪୮ ଘଣ୍ଟା ପରେ ଖସିବ ପାରଦ
WEATHER UPDATE: ୪୮ ଘଣ୍ଟା ପରେ ଖସିବ ପାରଦ
author img

By

Published : Nov 22, 2021, 8:29 PM IST

ଭୁବନେଶ୍ବର : ରାଜ୍ୟରେ ପୁଣି ବଢିବ ଶୀତ । ୪୮ ଘଣ୍ଟା ପରେ ଖସିବ ପାରଦ । ରାଜ୍ୟରେ ଏବେ ବିଭିନ୍ନ ଅଞ୍ଚଳରେ ପ୍ରାୟତଃ କୋହଲା ଓ ଆଂଶିକ ଖରାଟିଆ ପାଗ ଜାରି ରହିଛି । ଆସନ୍ତା ୨ ଦିନ ଯାଏଁ ରାତି ତାପମାତ୍ରାରେ ବିଶେଷ ଭାବରେ ପରିବର୍ତ୍ତନ ହେବାର ନାହିଁ । ୪୮ ଘଣ୍ଟା ପରେ ରାତି ତାପମାତ୍ରା ଧିରେ ଧିରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ହ୍ରାସ ପାଇବାର ସମ୍ଭାବନା ରହିଛି ।

WEATHER UPDATE: ୪୮ ଘଣ୍ଟା ପରେ ଖସିବ ପାରଦ

ତେଣୁ ଆସନ୍ତା ୪୮ ଘଣ୍ଟା ପରେ ରାଜ୍ୟରେ ଶୀତର ପ୍ରକୋପ ବଢିବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାସହ ଆସନ୍ତାକାଲି(ମଙ୍ଗଳବାର) ସକାଳ ୮ଟା ୩୦ ସୁଦ୍ଧା ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.